Odia News Portal
Monthly Archives

April 2020

ରାଜ୍ୟରେ ୨୫୦ଟି ଟେଷ୍ଟ କଲେ ଜଣେ ପଜିଟିଭ୍ ବାହାରୁଛି

ଭୁବନେଶ୍ୱର()  କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ସଂକ୍ରମିତ ପରିସରକୁ ଛୁଇଁବା ପରେ ସଂକ୍ରମଣ ହୁଏ । ସଂକ୍ରମିତ ବ୍ୟକ୍ତିଙ୍କ କାଶ, ଛିଙ୍କରୁ ମଧ୍ୟ ସଂକ୍ରମଣ ହୋଇପାରେ । କରୋନା ପାଇଁ ଆମେରିକା ସ୍ଥିତି ସବୁଠୁ ଖରାପ ରହିଛି ।…

ପ୍ରସ୍ତୁତି ସରିଛି, ନିର୍ଦ୍ଦେଶକୁ ଅପେକ୍ଷା

ଭୁବନେଶ୍ୱର() ଲକ ଡାଉନ ଉଠିବାର ୭ ଦିନ ଭିତରେ ବାକି ଥିବା ଯୁକ୍ତ ଦୁଇ ପରୀକ୍ଷା କରାଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବିଭାଗୀୟ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତିକି, ଏନେଇ ବୋର୍ଡ ତରଫରୁ ପ୍ରସ୍ତୁତି ପ୍ରକ୍ରିୟା ସରିଛି । ରାଜ୍ୟ ସରକାରଙ୍କ…

ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ସତର୍କ ରହିଲେ ବିପଦକୁ ଏଡେଇ ପାରିବା

ଭୁବନେଶ୍ବର() ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ସେତେବେଳେ ଆମ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି । କିନ୍ତୁ ଡ଼ରିବାର କିଛି ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡେଇ ପାରିବା । ପ୍ରଥମେ ଆମ ପାଇଁ ଚ୍ୟାଲେଞ୍ଜ ଥିଲା ବିଦେଶରୁ…

ରାଜ୍ୟରେ ଆଉ ତିନି କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ତିନି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଏହି ତିନି ନୂଆ ଆକ୍ରାନ୍ତ ଝାରସୁଗୁଡ଼ା, ଦେବଗଡ଼ ଓ କେନ୍ଦୁଝରରର ବୋଲି ଜଣାପଡ଼ିଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରେ କଲ୍ୟାଣ ବିଭାଗ ପକ୍ଷରୁ…

ଆରପାରିରେ ଇରଫାନ ଖାନ

ମୁମ୍ବାଇ() ଆଜି ବହୁ ଚର୍ଚ୍ଚିତ ଅଭିନେତା ଇରଫାନ ଖାନଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ବର୍ଷ ହୋଇଥିଲା । ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଯିବାରୁ…

ଜାଣନ୍ତୁ ୧୧୯ ନଂ ଆକ୍ରାନ୍ତ ବ୍ୟକ୍ତି ଜଣକର ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ବର() ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ତାଲିକା । ତେବେ ଏହାରି ମଧ୍ୟରେ ଆଜି ଚିହ୍ନଟ ହୋଇଥିବା ନୂଆ କରୋନା ରୋଗୀଙ୍କ ତଥ୍ୟ ଆସଛି । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ୧୧୯ ନଂ ଆକ୍ରାନ୍ତ ବ୍ୟକ୍ତି ଜଣକ ଭୁବନେଶ୍ୱର…

ହଜାରେ ଟପିଲା ଦେଶରେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ()କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । ଏହାର ପ୍ରଭାବ ବିଶ୍ୱରେ ପଡ଼ିଥିବା ବେଳେ ସେଥିରୁ ବାଦ ପଡ଼ିନାହିଁ ଭାରତ । ବର୍ତ୍ତମାନ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୧୦୦୦କୁ ବୃଦ୍ଧି ପାଇଛି । ୧ହଜାର ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧ହଜାର ୩୩୨ ଜଣ ଆକ୍ରାନ୍ତ…

ପାଟଣାଗଡ଼ରେ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ୍‌ ଅନ୍ତର୍ଗତ ସୁକତେଲ ନଦୀ ଉପରେ ଭୁଶୁଡିଲା ନିର୍ମାଣାଧୀନ ବ୍ରଜ୍‌ । ବ୍ରଜ୍ ଭୁଶୁଡି ଫଳରେ ଚାପି ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନାହି। ସୂଚନା ମୁତାବିକ, ଆଜି ସକାଳେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ସୁକତେଲ…

ଖୋଲିଲା ପ୍ରଭୁ କେଦାରନାଥଙ୍କ ଦ୍ବାର

ନୂଆଦିଲ୍ଲୀ : କରୋନା ଭାଇରସ ଯୋଗୁଁ ଲକ୍ ଡାଉନ୍ ଜାରି ରହିଥିବା​‌ବେଳେ ଆଜି ସକାଳେ (ବୁଧବାର) କେଦାରନାଥ ଦ୍ବାର ଖୋଲାଯାଇଛି। ତେବେ ଗ୍ରୀଷ୍ମକାଳ ପାଇଁ ପ୍ରଭୁ କେଦାରନାଥଙ୍କ ଦ୍ୱାର ଖୋଲା ଯାଇଛି । ଏହା ପରେ ଆସନ୍ତା ୬ମାସ ପର୍ଯ୍ୟନ୍ତ ବାବା କେଦାରଙ୍କ ପୂଜା ଅର୍ଚ୍ଚନା ଧାମରେ ​​କରାଯିବ।…

ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ । ନୂଆ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ସୂଚନା । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୯କୁ ବୃଦ୍ଧି । ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଲା । ୪୭ ଜଣଙ୍କ ମଧ୍ୟରୁ ୨୬ସୁସ୍ଥ, ୨୦ ଜଣ ଚିକିତ୍ସିତ ।