କରୋନା ସହ ଲଢ଼େଇରେ ବିଶ୍ୱ ଆଗରେ ଭାରତ ଉଦାହରଣ ସୃଷ୍ଟି କରିଛି
ନୂଆଦିଲ୍ଲୀ ()ବିଜେପିର ୪୦ତମ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ପୁରା ବିଶ୍ୱ କଠିନ ସମୟ ଦେଇ ଗତି କରୁଛି । ଏବେ ସମଗ୍ର ମାନବ ଜାତି ଉପରେ ସଙ୍କଟ ଆସିଛି । ବିଜେପି ଦଳ ଅନେକ ତ୍ୟାଗ ଓ ବଳିଦାନ ଦେଇଛି ବୋଲି…