କରୋନା ପାଇଁ ୨୫ କୋଟି ଦାନ କଲା ଜିନ୍ଦଲ
ନୂଆଦିଲ୍ଲୀ / ଭୂବନେଶ୍ୱର() କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଲିଃ (ଜେଏସ୍ପିଏଲ୍) ପ୍ରଧାନମନ୍ତ୍ରୀଙ୍କ ପିଏମ୍-କେୟାର୍ସ୍ ଫଣ୍ଡକୁ ୨୫ କୋଟି ଟଙ୍କା ପ୍ରଦାନ କରିବ ବୋଲି ଘୋଷଣା କରିଛି । "କୋଭିଡ – ୧୯ ମହାମାରୀ…