ଦି କ୍ଲବ ଓ କୁଏଷ୍ଟ ଗ୍ଲୋବାଲ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ
ଭୁବନେଶ୍ବର : କରୋନା ମହାମାରୀ ଯୋଗୁ ଗରିବ ଠାରୁ ମଧ୍ୟବିତ୍ତ ପରିବାରରେ ଵର୍ଭମାନ ଚୁଲି ଜଳିବା ପାଇଁ ସମ୍ଵଳ ନାହିଁ । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ଅନେକ ସହାୟତା ଘୋଷଣା କରାଯାଇଥିଲେ ଵେ ଏହା ଲୋକଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଛି । ସରକାରଙ୍କ ସହ ଅନେକ ସ୍ଵେଚ୍ଛାସେବୀ…