Odia News Portal
Monthly Archives

May 2020

ରଥଖଳାରୁ …. ୪୦ଟି ତୁମ୍ବର ସମସ୍ତ କାର୍ଯ୍ୟ ଶେଷ

ପୁରୀ : ଜୁନ୍‌ ୨୩ରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ମହାମାରୀ କରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଜୋରଦାର ଚାଲିଛି। ବର୍ତ୍ତମାନ ସୁଦ୍ଧା ୪୦ ଟି ତୁମ୍ବର ସମସ୍ତ କାର୍ଯ୍ୟ ସରିଛି । ବାକି ଦୁଇଟି ତୁମ୍ବର ବିନ୍ଧ କାର୍ଯ୍ୟ ଚାଲିଛି । ଓରା ବିନ୍ଧ କରାଯାଇ ସାରିଛି ।…

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିଲା ବଡ ଝଟକା

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଲାଗିଲା ବଡ ଝଟକା। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦେଶକ ଏଭି.ଅରୁଣ ପ୍ରସାଦଙ୍କର ଗତକାଲି ସଡକ ଦୁଘର୍ଟଣାରେ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣା କୋଏମ୍ବାଟୁରର ମେଟ୍ଟୁପାଲୟମ ମଧ୍ଯରେ ଘଟିଛି। ଫିଲ୍ମ ଜଗତରେ ଏଭି.ଅରୁଣ ପ୍ରସାଦ ଭେଙ୍କଟ ନାଁ ରେ…

ଆଗକୁ ଆହୁରି ବଢ଼ିବ ତାପମାତ୍ରା : ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର : ରାଜ୍ଯରେ ସର୍ବାଧିକ ୪୨.୫ଡିଗ୍ରି ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ଏହାସହ ତାଳଚେର ତାପମାତ୍ରା ମଧ୍ୟ ୪୨ ଡିଗ୍ରି ଛୁଇଁଛି। ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଆଗକୁ ରାଜ୍ୟର ତାପମାତ୍ରା ଆହୁରି ବଢ଼ିବ। ୨୧ ତାରିଖ ବେଳକୁ ରାଜ୍ୟର…

ଏହି ରାଜ୍ୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ ମିଳିବ ୨ ଲକ୍ଷ

ଉତ୍ତରପ୍ରଦେଶ ଔରିୟାରେ ଟ୍ରକ ଯୋଗେ ନିଜ ରାଜ୍ୟକୁ ଫେରୁଥିବା କେତେଜଣ ପ୍ରବାସୀ ଶ୍ରମିକଙ୍କୁ ଆଉ ଏକ ଟ୍ରକ ଧକ୍କା ଦେବା ଫଳରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୃତ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଣୋ କରିଛନ୍ତି ଉତ୍ତରପ୍ରଦେଶ…

୫ ଆତଙ୍କୀଙ୍କୁ ଗିରଫ କଲା ଜାମ୍ମୁ କାଶ୍ମୀର ପୋଲିସ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ପୋଲିସ ଆଜି ଲସ୍କର ଇ ତୋଇବାର ୫ ସନ୍ତ୍ରାସବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ବହୁ ମାରଣାସ୍ତ୍ର ଜବତ କରିଛି । ଏକ ନିର୍ଭର ଯୋଗ୍ୟ ସୂତ୍ରରୁ ଖବର ପାଇବା ପରେ ବଡଗାମ୍‌ ପୋଲିସ୍‌ ୧୫୩ ବାଟାଲିଅନ୍‌ର ସିଆର୍‌ପିଏଫ୍‌ ଜବାନଙ୍କ ସହାୟତାରେ ଜହୁର ଓ୍ଵାନି…

କଙ୍ଗନାଙ୍କ ସହିତ ବଡ ପରଦାରେ ନଜର ଆସିବେ ଏହି ଅଭିନେତ୍ରୀ

ଫିଲ୍ମ ‘ମେନେ ପ୍ୟାର କିଆ’ ଜରିଆରେ ବଲିଉଡରେ କ୍ୟାରିଅର ଆରମ୍ଭ କରିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ଏଥିରେ ସଲମାନଙ୍କ ସହିତ ତାଙ୍କ ଯୋଡିକୁ ଦର୍ଶକେ ବେଶ୍‌ ପସନ୍ଦ ମଧ୍ୟ କରିଥିଲେ। ବାହୁବଲୀ ଷ୍ଟାର ପ୍ରଭାସ ସହିତ କମବ୍ୟାକ୍‌ କରିବେ ବୋଲି ଶୁଣିବାକୁ ମିଳିଥିଲା। ଏହା ପରେ ଏବେ ଏକ ଖବର ଆସିଛି,…

୮ଟି କ୍ଷେତ୍ର ରେ ସଂସ୍କାର, ପ୍ରଦର୍ଶନ ଓ ପରିବର୍ତ୍ତନକୁ ଗୁରୁତ୍ୱ

ନୂଆଦିଲ୍ଲୀ()  ଆର୍ଥିକ ପ୍ୟାକେଜ ନେଇ ଅଜି ଚତୁର୍ଥ ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ବିଭିନ୍ନ ସେକ୍ଟର ଏବେ ଆହ୍ୱାନକୁ ସାମ୍ନା କରୁଛନ୍ତି । ପ୍ରତିଯୋଗିତା ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ । ଡିବିଟି, ଜିଏସଟି ଦେଶ ପାଇଁ…

ଉଜ୍ଜଳା ମା’ଭଉଣୀ ମାନଙ୍କ ଆଖିରୁ ଲୁହ ପୋଛିଚି

ନୂଆଦିଲ୍ଲୀ/ଭୁବନେଶ୍ୱର() କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଗରିବ ମା’ଭଉଣୀ ମାନଙ୍କୁ ନୂଆ ଉର୍ଜା ଦେଇଛି ବୋଲି ଶନିବାର ଦେଶର ୧ ହଜାରରୁ ଉର୍ଦ୍ଧ୍ୱ ଉଜ୍ଜଳା ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଆଇଆଇଟିଟିଏମ୍ ପରିଚାଳନା କମିଟିର ବିଶେଷଜ୍ଞ ସଦସ୍ୟ ଭାବେ ଡ. ଶିତିକଣ୍ଠ ମିଶ୍ର ମନୋନୀତ

ଭୁବନେଶ୍ୱର() ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଡିନ୍ ତଥା ଉପଦେଷ୍ଟା ଡଃ ଶିତିକଣ୍ଠ ମିଶ୍ର ଗୋୱାଲିୟର ସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟୁରିଜିମ୍ ଆଣ୍ଡ ଟ୍ରାଭେଲ୍‌ ମ୍ୟାନେଜମେଂଟ ପରିଚାଳନା କମିଟିର ବିଶେଷଜ୍ଞ…

ବେଙ୍ଗଲ ଉପକୂଳକୁ ଯାଇପାରେ ବାତ୍ୟା

ଭୁବନେଶ୍ବର() ବାତ୍ୟା ଓଡିଶା ଓ ପଶ୍ଚିମବଙ୍ଗ ସିମାନ୍ତରେ ଲାଣ୍ଡଫଲ।କରିବା ସମ୍ଭାବନା ରହିଛି ।ତେବେ ଏହି ବାତ୍ୟା ବେଙ୍ଗଲ ଉପକୂଳକୁ ଯିବାକୁ ଅଧିକ ସମ୍ଭାବନା ରହିଛି ବୋଲି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ସେ କହିଛନ୍ତି ଏଥି ଲାଗି ରାଜ୍ୟ ସରକାରଙ୍କ ତରଫରୁ…