ଅଟୋ ଓ ଟାଟା ଏସି ମୁହାଁ ମୁହିଁ ଧକ୍କା
ଭୁବନେଶ୍ବର : ଟଙ୍କପାଣି ରୋଡ୍ ସାଇ ମନ୍ଦିର ନିକଟରେ ଅଟୋ ଓ ଟାଟା ଏସି ମୁହାଁ ମୁହିଁ ଧକ୍କା । ଫଳରେ ଟାଟା ଏସି ଟି ଓଲଟି ପଡିଥିଲା ।ଘଟଣା ସ୍ଥଳରେ ଅଟୋରେ ବସିଥିବା ଜଣେ ମହିଳା ଗୁରୁତର ଆହାତ ହୋଇଛନ୍ତି । ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅନ୍ଯପଟେ ଟାଟା ଏସି ଡ୍ରାଇଭର ଆହତ ହୋଇ…