Odia News Portal
Monthly Archives

May 2020

ଏହି ଦେଶର ଲୋକପ୍ରିୟ ମଡେଲର୍‌ : ଯିଏ କଥା କଥାରେ କାଢି ଦିଅନ୍ତି ନିଜ ପୋଷାକ

ଲୌରେନ ସମର ଆମେରିକାର ଲୋକପ୍ରିୟ ମଡେଲର୍‌। ବର୍ତ୍ତମାନ କରୋନା ଭାଇରସ ବିଶ୍ୱକୁ କବଳିତ କରିସାରିଥିବା ବେଳେ ଏନେଇ ଲୌରେନ ସମର ମଧ୍ୟ ସଚେତନ ରହିଛନ୍ତି। ସେ ମଧ୍ୟ ଏଭଳି ଆଇସୋଲେସନର ଜୀବନ ବିତାଉଛନ୍ତି କିନ୍ତୁ ଏଥିରେ ମଧ୍ୟ ସେ ରଙ୍ଗ ଭରିବାକୁ ଚେଷ୍ଟା ଜାରି ରଖିଛନ୍ତି। କୋରାନାର ଭୟ ଚାଲିଥିବା…

କାୟା ମେଲଉଛି କରୋନା, ବାହାରୁ ଫେରିବା ପରେ ଏହି ଉପାୟରେ ପୋଷାକକୁ କରନ୍ତୁ ଜୀବାଣୁ ମୁକ୍ତ

ବିଶ୍ୱ ବ୍ୟାପି ଏହି ମରଣାନ୍ତକ ଭାଇରସରେ ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ଗଲାଣି । ନିଜକୁ ଏହା ଦାଉରୁ କିପରି ବଞ୍ଚାଯାଇ ପାରିବ ସେନେଇ ସରକାରଙ୍କ ବ୍ୟତୀତ ବିଭିନ୍ନ ସ୍ୱେଚ୍ଛାସେବି ସଂସ୍ଥା ମାନେ ବାରମ୍ବାର ଜନସାଧାରଣଙ୍କୁ ସତର୍କ କରାଉଛନ୍ତି । ପୂର୍ବାପେକ୍ଷା ଲୋକେ ବି ନିଜ ନିଜ ସ୍ୱଚ୍ଛତା…

ଆଚାର ପୁରୁଷଙ୍କ ପାଇଁ ହାନିକାରକ, ଜାଣନ୍ତୁ ବଡ କାରଣ

ଆଚାର ଖାଇବାକୁ ଅଧିକାଂଶ ଲୋକ ଭଲ ପାଇଥାନ୍ତି। କାରଣ ଖାଇବା ସମୟରେ ଆଚାର ଟିକେ ଥିଲେ ଖାଦ୍ୟର ସ୍ବାଦ ଯେପରି ଦୁଇଗୁଣ ବଢ଼ିଯାଇଥାଏ। ଆଚାର ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇଥାଏ। ତେଣଉ ଅତ୍ୟଧିକ ଆଚାର ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ବିଶେଷକରି ଏହା…

କଲରାପତରିଆ ବାଘ ଚମଡ଼ା ଜବତ, ୪ ଗିରଫ

ଠାକୁରମୁଣ୍ଡା : କଲରାପତରିଆ ବାଘ ଚମଡ଼ା କାରବାରରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବନ ବିଭାଗ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କରଞ୍ଜିଆ ଏନ୍‌ଏସି ୧୦ ନମ୍ବର ୱାର୍ଡର ସୁବାସ ସାହୁ, କରଞ୍ଜିଆ ସରୁଭାଡ଼ିର ରଞ୍ଜିତ ନାଏକ, କରଞ୍ଜିଆ ୪…

୧୨ତାରିଖରୁ ଦେଶର ୧୫ଟି ପ୍ରମୁଖ ସହରକୁ ଗଡିବ ଟ୍ରେନ୍‌, ଜାଣନ୍ତୁ ସମସ୍ତ ସହରର ନାଁ

କରୋନା ସଙ୍କଟ ମଧ୍ୟରେ ଭାରତୀୟ ରେଳ ପକ୍ଷରୁ ମେ ୧୨ରୁ ପ୍ରାସେଞ୍ଜର ଟ୍ରେନ୍ ଚଳାଇବାକୁ ଘୋଷଣା କରାଯାଇଛି । ଆରମ୍ଭରୁ ମାତ୍ର ୧୫ଟି ଟ୍ରେନ୍ ଗଡିବ । ଏନେଇ ଆଜି ଅପରାହ୍ଣ ୪ଟାରୁ ଟିକେଟ୍ ବୁକିଂ ଆରମ୍ଭ ହେବ । ଏହି ଟ୍ରେନ୍ ଯେଉଁ ରୁଟରେ ଯିବ , ପୁଣିଥରେ ସେହି ରୁଟରେ ଫେରିଆସିବ । ଲକ୍-ଡାଉନରେ…

ଦେଶରେ ମୃତ୍ୟୁ ସଂଖ୍ୟା ୨ହଜାର ୨୦୬କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବତ୍ତର୍ମାନ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୨ହଜାର ୨୦୬କୁ ବୃଦ୍ଧି ପାଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ହଜାର ୧୫୨କୁ ବୃଦ୍ଧି ପାଇଥିବା ବେଳେ ୨୦ହଜାର ୯୧୭ଜଣ ସୁସ୍ଥ ହୋଇଛନ୍ତି । ଏବେ…

ଜଳିଗଲା ୬ଟି ପରିବାରର ୨୦ ବଖରା ଘର

ଭଦ୍ରକ: କରୋନା ଭଳି ମହାମାରୀ ପରିସ୍ଥିତି ଲୋକଙ୍କୁ ହନ୍ତସନ୍ତ କରିସାରିଲାଣି । ଏହା ଭିତରେ ପେଟକୁ ଦୁଇ ମୁଠା ଦାନା ପାଇଁ ସଂଘର୍ଷ କରୁଛି ମଣିଷ । ହୁ ହୁ ଖରାରେ ବି ଦି ପଇସା ରୋଜଗାର ପାଇଁ ଘରୁ ପାଦ କାଢିବାକୁ ବାଧ୍ୟ ହେବାକୁ ପଡୁଛି । ଏହା ଭିତରେ ଯଦି କୌଣସି ଅଘଟଣ ଘଟିବ ତେବେ ଭାଗ୍ଯକୁ…

ନୂଆ ୧୪ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର()  ଆଜି ସକାଳେ ଚିହ୍ନଟ ହୋଇଥିବା ନୂଆ ୧୪ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ୧୪ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି । ଗଞ୍ଜାମର ଚିହ୍ନଟ ହୋଇଥିବା ୧୨ଆକ୍ରାନ୍ତ ସୁରଟ ଫେରନ୍ତା ଓ କେନ୍ଦ୍ରାପଡ଼ାରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ବି…

ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୧ଥିବା ବେଳେ ସେମାନଙ୍କ…

ନାଗରିକଙ୍କ ସୁରକ୍ଷା କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟର ଆଭିମୁଖ୍ୟ ସମାନ

ଭୁବନେଶ୍ୱର : ପ୍ରବାସୀଙ୍କ ଘର ବାହୁଡା ଏବେ ସରକାରଙ୍କ ପ୍ରଥମ କାର୍ଯ୍ୟ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ନିଜ ନାଗରିକଙ୍କୁ ବିପନ୍ନ ଭାବେ ଛାଡିଦେଇ ପାରିବେ ନାହିଁ । କାରଣ କରୋନା ମହାମାରୀ ଯୋଗୁଁ ଭାରତ ସମେତ ସମଗ୍ର ବିଶ୍ୱରେ କଳ କାରଖାନା ଠାରୁ ଆରମ୍ଭ କରି ବିଭିନ୍ନ ଦପ୍ତରରେ ତାଲା…