ପାଣ୍ଠି ଓ ଶ୍ରମିକ ସୁଧାର ପ୍ରକ୍ରିୟା କୁ ମନ୍ଥର କରିବ କୋଭିଡ୍-୧୯ ପରବର୍ତୀ ସମୟ : ପ୍ରୋଜେକ୍ଟସ୍ ଟୁଡେ ସର୍ଭେ
ଭୁବନେଶ୍ୱର : କୋଭିଡ୍-୧୯ ପରବର୍ତୀ ସମୟରେ ପ୍ରକଳ୍ପଗୁଡ଼ିକର ସ୍ଥିତି କିଭଳି ରହିବ ତାହା ଜାଣିବା ଲାଗି ଦେଶର ଅଗ୍ରଣୀ ଅନ୍ଲାଇନ୍ ସଂସ୍ଥା ପ୍ରାଜେକ୍ଟସ୍ ଟୁଡେ ପକ୍ଷରୁ ଏକ ସର୍ଭେ କରାଯାଇଥିଲା । ଏଥିରେ ଭାରତର ପ୍ରକଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୨୩୩ ବରିଷ୍ଠ କର୍ତୃପକ୍ଷଙ୍କୁ ସାମିଲ…