ଓଡ଼ିଶା ଫେରିପାରିବେ ପ୍ରବାସୀ ଶ୍ରମିକ
ନୂଆଦିଲ୍ଲୀ() ପ୍ରବାସୀ ଓଡ଼ିଆଙ୍କୁ ନେଇ ହାଇକୋର୍ଟଙ୍କ କଟକଣା ଉପରେ ରହିତାଦେଶ ଲଗେଇଛନ୍ତି ସୁପ୍ରିମକୋର୍ଟ । ପ୍ରବାସୀ ଓଡ଼ିଆମାନେ ପ୍ରଥମେ କରୋନା ଟେଷ୍ଟ ଦେବେ ପରେ ରିପୋର୍ଟ ନେଗେଟିଭ ଆସିଲେ ଓଡ଼ିଶାକୁ ପ୍ରବେଶ କରିପାରିବେ ବୋଲି ହାଇକୋଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ରାୟ ଉପରେ ଆଜି…