Odia News Portal
Monthly Archives

May 2020

ରଥ ନିର୍ମାଣ ନେଇ କେନ୍ଦ୍ରର ଗ୍ରୀନ୍ ସିଗନାଲ୍

ପୁରୀରେ ରଥ ନିର୍ମାଣ ନେଇ ହଟିଲା ସସପେନ୍ସ । ରଥ ଖଳାରେ ସାମାଜିକ ଦୂରତ୍ୱ ରକ୍ଷା କରି ନିର୍ମାଣ ହୋଇ ପାରିବ ରଥ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲା ଗ୍ରୀନ୍ ସିଗନାଲ୍ । ରାଜ୍ୟ ସରକାରଙ୍କୁ ନିଷ୍ପତ୍ତି ଜଣାଇ ଦେଇଛନ୍ତି କେନ୍ଦ୍ର ସରକାର । ତେବେ ରଥଯାତ୍ରା ନିଷ୍ପତ୍ତି ହେବ କି ନାହିଁ…

ଓଡିଶାରେ ଆଉ ୧୦ କରୋନା ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ଆଉ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭ଗଞ୍ଜାମର ହୋଇଥିବା ବେଳେ ୩ ଭୁବନେଶ୍ବରର ମଞ୍ଚେଶ୍ବର, ଭିଏସଏସ ନଗର ଓ ସୂର୍ଯ୍ୟନଗର ବୋଲି ଜଣାପଡିଛି ।ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ…

ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ତାଲା ପକାଇବା ଘଟଣା : ଡ୍ରାଇଭର ଓ ଗାଡି ମାଲିକ ଗିରଫ

ସମ୍ବଲପୁର : ବୁର୍ଲାରେ ଆମ୍ବୁଲାନ୍ସ ଭିତରେ ରୋଗୀ, ରୋଗୀର ସ୍ତ୍ରୀ ଓ ତାର ୪ ବର୍ଷର ଛୋଟ ଛୁଆକୁ ରାତିସାରା ବନ୍ଦ ଘଟଣାରେ ଆମ୍ବୁଲାନ୍ସ ମାଲିକ ଓ ଡ୍ରାଇଭର ଗିରଫ । ଗାଡି ମାଲିକ ଛୋଟଲାଲ ପ୍ରସାଦ ଓ ଡ୍ରାଇଭର ପ୍ରଦୀପ ପଟ୍ଟନାୟକକୁ ଗିରଫ କରି ବୁର୍ଲା ପୋଲିସ କୋର୍ଟ ଚାଲାଣ କରିଛି । ଗତକାଲି…

ଚୁପଚାପ୍ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କଲେ ଅରବାଜ ଖାନ୍ !

କରୋନା ଭାଇରସ ଯୋଗୁ ଏବେ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏହି ଲକଡାଉନରେ କେତେକ କପଲ ପୂର୍ବାପେକ୍ଷା ଅଧିକ ନିକଟତର ହୋଇଯାଇଛନ୍ତି। ଏହି ତାଲିକାରେ କେତେକ ବଲିଉଡ ଷ୍ଟାର ମଧ୍ୟ ଅଛନ୍ତି। ତେବେ ବର୍ତ୍ତମାନ ବଲିଉଡ ଅଭିନେତା ଅରବାଜ ଖାନ ନିଜ ଗାର୍ଲଫ୍ରେଣ୍ଡ ଜିୟୋର୍ଜିୟା ଏଣ୍ଡ୍ରିୟାନୀଙ୍କ…

ବିଷଧର ସାପ ଗୁଡାଇଥିବା ନଜର ଆସିଲେ ଏହି ନେତା

କିଛି ଦିନ ହେବ ବିହାରର ବାଗାହ ଠାରେ ଲୋକଜନଶକ୍ତି ପାର୍ଟି ନେତାଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଟିରେ ଏଲଜେପି ନେତା ବେଚୁ ତିୱାରୀ ନାଗ – ନାଗୁଣୀଙ୍କ ସହ ଖେଳୁଥିବା ନଜର ଆସିଛନ୍ତି । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟ ହେଉଛି, ବିଷାକ୍ତ ସାପ ମାନେ ଅତି ନିକଟରେ ଥିଲେ ବି…

ଜନ ସଚେତନତା ସହ ମାସ୍କ ବାଣ୍ଟିଲା : ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟ

ଜଗତସିଂହପୁର : ସମ୍ପର୍କ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ  ସ୍ନେହସିସ ଦାସଙ୍କ ଆହ୍ୱାନ କ୍ରମେ କରୋନା ଭୂତାଣୁକୁ ନେଇ ତିତ୍ତୋଲ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଯୁବ ସମାଜ ସେବୀ ତଥା ଜାତୀୟ ସ୍ୱେଚ୍ଛାସେବୀ ମିର୍ଜା ଶିଧିକ ବେଗଙ୍କ ନେତୃତ୍ୱରେ ସଚେତନତା ବାର୍ତା ପ୍ରଚାର ସହ ଯେଉଁ ପରିବାରଙ୍କ…

କରୋନା ସଂକ୍ରମଣ ଓ ନିରାକରଣ ପାଇଁ ଆୟୁଷ ମେଡିସିନର କ୍ଲିନିକାଲ ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ() ମହାମାରୀ କରୋନାକୁ ମାତ ଦେବା ପାଇଁ ଭାରତ ମେଡିସିନ ଜୋରଦାର ପ୍ରକ୍ରିୟା ଆରମ୍ଭ କରିଛି । ଏବେ କରୋନା ସଂକ୍ରମଣ ଓ ନିରାକରଣ ପାଇଁ ଆୟୁଷ ମେଡିସିନ ଗୁଡିକର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଛି । ଏ ସମ୍ପର୍କରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି…

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ଆକ୍ରାନ୍ତ ୩ ଜଣଙ୍କ ମଧ୍ୟରୁ ବାଲେଶ୍ୱରର ୨ଜଣ ହୋଇଥିବା ବେଳେ ଜଣେ ଜଗତସିଂହପୁରର ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଅଧିକ ଟେଷ୍ଟ କଲେ ଅଧିକ ପଜିଟିଭ୍ ଆସିବ

ଭୁବନେଶ୍ୱର() ଅଧିକ ଟେଷ୍ଟ ହେଲେ ଅଧିକ ପଜିଟିଭ୍ ମାମଲା ଆସିବ। ଏନେଇ ଏନ୍ଏଚ୍ଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଗୁରୁବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨ ମାସ ତଳେ କେବଳ ଆର୍ଏମ୍ଆର୍ସିରେ ଦିନକୁ ୧୦ଟି ଟେଷ୍ଟ ହେଉଥିଲା। ମାସକ ତଳେ ୨୫୦,୧୫ ଦିନ ତଳେ ଦିନକୁ ୧ହଜାର ଟେଷ୍ଟ ହେଉଥିଲା।…

ବଢିପାରେ କ୍ୱାରେଣ୍ଟିନ ଅବଧି

ଭୁବନେଶ୍ୱର() କରୋନା ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏକ ବୈଠକ ହୋଇଥିଲା । ସେହି ବୈଠକରେ ୧୩ଜଣ ମନ୍ତ୍ରୀ ଓ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ । କ୍ୱାରେଣ୍ଟିନ ଅବଧି ୧୪ଦିନରୁ ୨୧ ଦିନକୁ ବୃଦ୍ଧି କରିବାକୁ ପରାମର୍ଶ…