Odia News Portal
Monthly Archives

May 2020

ଏହି ଅଭିନେତ୍ରୀଙ୍କୁ ବିବାହ କରିପାରନ୍ତି ପାକିସ୍ତାନ କ୍ରିକେଟର ଅବ୍ଦୁଲ ରାଜାକ୍‌

ବାହୁବଳୀ ଫେମ୍‌ ତମନ୍ନା ଭାଟିଆ ପାକିସ୍ତାନ କ୍ରିକେଟର ଅବ୍ଦୁଲ ରାଜାକ୍‌କୁ ବିବାହ କରିପାରନ୍ତି। କିନ୍ତୁ ତମନ୍ନା ଏପର୍ଯ୍ୟନ୍ତ ବିବାହ ନୁହେଁ କେବଳ ନିଜ କ୍ୟାରିଅର ଉପରେ ଧ୍ୟାନଦେଉଛନ୍ତି। ନିକଟରେ ଅବ୍ଦୁଲ ରାଜାକଙ୍କ ସହିତ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା, ଯାହାକୁ ଦେଖି ଏପରି ଅନୁମାନ…

ଟ୍ରେନରେ ଘରକୁ ଯାଇପାରିବେନି ଶ୍ରମିକ : କର୍ଣ୍ଣାଟକ ସରକାର

କର୍ଣ୍ଣାଟକ ସରକାରଙ୍କ ବଡ଼ ଘୋଷଣା । କର୍ଣ୍ଣାଟକରୁ ଟ୍ରେନରେ କେହି ବି ଶ୍ରମିକ ଯାଇପାରିବେନି । ପ୍ରବାସୀ ଶ୍ରମିକଙ୍କ ରେଳଯାତ୍ରା ଉପରେ କଟକଣା ଲଗାଇଛନ୍ତି କର୍ଣ୍ଣାଟକ ସରକାର । ଏଥିପାଇଁ ରେଳ ବିଭାଗକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା । କର୍ଣ୍ଣାଟକରେ କରୋନା ସ୍ଥିତି…

ଜୁଲାଇ ୨୪ରେ +୩ ପରୀକ୍ଷା

ଭୁବନେଶ୍ୱର () ରାଜ୍ୟର ସମସ୍ତ ବିଶ୍ୱ ବିଦ୍ୟାଳୟ ଅଧୀନରେ ଥିବା +୩ ମହା ବିଦ୍ୟାଳୟ ଏବଂ ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ର ୬ଷ୍ଠ ସେମିଷ୍ଟାରର (ଫାଇନାଲ୍‌) ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହୋଇ ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ ଏବଂ ପରୀକ୍ଷା ଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା…

ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ୧୭୯କୁ ବୃଦ୍ଧି ପାଇଛି । ଜଣେ ବାଲେଶ୍ୱରର ହୋଇଥିବା ବେଳେ ଆଉ ଜଣେ ଯାଜପୁର ବୋଲି ଜଣାପଡ଼ିଛି । ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଥିବା ବେଳେ ଯାଜପୁରରେ ଆକ୍ରାନ୍ତଙ୍କ…

ନୟାଗଡ଼ କୋଭିଡ଼ ହସ୍ପିଟାଲର ତଦାରଖ କଲେ ୫ଟି ସଚିବ

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ରାଜ୍ୟର ସବୁ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ତେଣୁ ସବୁ ଜିଲ୍ଲାରେ ଏହି କୋଭିଡ଼ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଠିକ ଭାବେ ହେଉଛିକି ନାହିଁ…

ଦୁଇ ବରିଷ୍ଠ ଅଧିକାରୀଙ୍କୁ ଗଞ୍ଜାମ ଦାୟିତ୍ୱ

ଭୁବନେଶ୍ୱର() ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଗଞ୍ଜାମ ଜିଲ୍ଲାରେ ୪କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦୁଇ ବରିଷ୍ଠ ଅଧିକାରୀଙ୍କୁ ଗଞ୍ଜାମ ଦାୟିତ୍ୱ ଦିଆଯାଇଛି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କୁ ଓ ଆରଏମଆରସି…

ଦେଶରେ ୨୪ଘଣ୍ଟାରେ ୧୨୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ()  ଦେଶରେ କରୋନା ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି । କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୧୬୯୪କୁ ବୃଦ୍ଧି ପାଇଥିବା ବେଳେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯ହଜାର ୩୯୧ ରହିଛି । ବର୍ତ୍ତମାନ ୩୩ହଜାର ୫୧୪ ଜଣ ଚିକିତ୍ସାଧୀନ ଥିବା ବେଳେ ୧୪ହଜାର ୧୮୨ଜଣ ଡିସଚାର୍ଜ…

ସାରାରାତି ଆମ୍ବୁଲାନ୍ସ ଭିତରେ ବନ୍ଦୀ ହୋଇରହିଲେ ରୋଗୀ

ନୂଆପଡ଼ା: ଆମ୍ବୁଲାନ୍‌ସରେ ରୋଗୀ ନିର୍ଯାତନାର ଶିକାର। ସାରାରାତି ଆମ୍ବୁଲାନ୍‌ସରେ ବନ୍ଦୀ ରହିଲେ ରୋଗୀ। ଭଡ଼ା ପାଇଁ ଆମ୍ବୁଲାନ୍‌ସ ଡ୍ରାଇଭରଙ୍କ ନିର୍ଯାତନା ଟପିଲା ସବୁ ସୀମା। ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଇନ୍ଦ୍ରନଗରରେ। ଡଗରେଶ୍ୱର ମାଝୀ ମେରୁଦଣ୍ଡ ଯକ୍ଷ୍ମା…

ମୋବାଇଲରେ ଆରୋଗ୍ୟ ସେତୁ ଆପ ନଥିଲେ ୧୦୦୦ ଫାଇନ

ଆପଣଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ ନଥିଲେ ଆପଣଙ୍କୁ ଏଥିପାଇଁ ହଜାରେ ଟଙ୍କା ଫାଇନ ବା ୬ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ । କରୋନାର ଭୟାବହତାକୁ ନଜରରେ ରଖି ଏଭଳି ନିୟମ କରାଯାଇଛି । ଉତ୍ତର ପ୍ରଦେଶ ନଏଡାରେ ଏହି ନିୟମ ଲାଗୁ କରାଯାଇଛି । ସରକାରୀ କର୍ମଚାରୀଙ୍କ ପାଇଁ ତ ଆପ ଡାଉନଲୋଡ…

ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ, ଜାଣନ୍ତୁ ମୃତକଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ବର() ରାଜ୍ୟରେ ଦ୍ୱିତୀୟ କରୋନା ମୃତ୍ୟୁ। ଓଡ଼ିଶାରେ କରୋନାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଖୋର୍ଦ୍ଧା ଜିଲ୍ଲାର ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ ମୃତକ ହେଉଛନ୍ତି ୭୭ବର୍ଷ ବୟସ୍କ, ଯିଏକି ଭୁବନେଶ୍ୱର ମଧୁସୂଦନ ନଗରର ବାସିନ୍ଦା । ସେ କରୋନା ସଂକ୍ରମିତ ହେବା…