Odia News Portal

ମୋବାଇଲରେ ଆରୋଗ୍ୟ ସେତୁ ଆପ ନଥିଲେ ୧୦୦୦ ଫାଇନ

ଆପଣଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ ନଥିଲେ ଆପଣଙ୍କୁ ଏଥିପାଇଁ ହଜାରେ ଟଙ୍କା ଫାଇନ ବା ୬ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ । କରୋନାର ଭୟାବହତାକୁ ନଜରରେ ରଖି ଏଭଳି ନିୟମ କରାଯାଇଛି । ଉତ୍ତର ପ୍ରଦେଶ ନଏଡାରେ ଏହି ନିୟମ ଲାଗୁ କରାଯାଇଛି ।

ସରକାରୀ କର୍ମଚାରୀଙ୍କ ପାଇଁ ତ ଆପ ଡାଉନଲୋଡ କରିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ମାସ୍କ ବ୍ୟବହାର ପାଇଁ ସରକାର ଏଭଳି କଠିନ ନିୟମ କରିଥିଲେ ।