ଏଜି ଅଡିଟରଙ୍କ ଚାପ ଯୋଗୁଁ ଖଦିବୋର୍ଡ ସୋରିଷ ତେଲ ଦର ବୃଦ୍ଧି
ଭୁବନେଶ୍ୱର : ସରକାରୀ ଦୁର୍ନୀତି ଧରିବାକୁ ଭାରତର ମହାଲେଖାକାର (ଏଜି) ବିଭିନ୍ନ ସରକାରୀ ଦପ୍ତରରେ ଅଡିଟ୍ କରିଥାନ୍ତି । ଏହାଦ୍ୱାରା ସରକାରୀ ଦପ୍ତରରେ ହିସାବପତ୍ର ଠିକ୍ ଠାକ୍ ହୋଇଥାଏ । ତେବେ ଏଜିଙ୍କ ଅଡିଟ୍ ଯୋଗୁଁ ତେଲ ଦର ବଢିବା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଘଟଣାଟି…