Odia News Portal
Monthly Archives

May 2020

ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୫୬୮କୁ ବୃଦ୍ଧି

ଭୁବନେଶ୍ୱର() ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬୪୩୩ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୧୨୭୨୬ ଜଣ ସୁସ୍ଥ ହୋଇଥିବାବେଳେ ମୃତୁ୍ୟ ସଂଖ୍ୟା ୧୫୬୮ ଛୁଇଁଛି । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ରହିଛି ଗୁଜୁରାଟ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

କୋଭିଡ- 19 କାର୍ଯ୍ୟରେ ନିୟୋଜିତ ଗାଡି କର୍ମଚାରୀ ଓ ଆରଟିଓଙ୍କ ପାଇଁ ୫୦ ଲକ୍ଷ

ଭୁବନେଶ୍ୱର() ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସଟିଏ ) କୋଭିଡ-19 କାର୍ଯ୍ୟରେ ନିୟୋଜିତ ଗାଡି କର୍ମଚାରୀ ଓ ଆରଟିଓ ତଥା ଅନ୍ୟାନ କର୍ମଚାରୀଙ୍କ ପାଇଁ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରିଛନ୍ତି । ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଗାଡି କର୍ମଚାରୀ ଓ ଆରଟିଓ ଅଧିକାରୀଙ୍କ ପାଇଁ ୫୦ ଲକ୍ଷ…

ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଛ ପଞ୍ଚାୟତ ପୋଖରୀରେ ମାଛ ଚାଷ

କେନ୍ଦ୍ରାପଡା : ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ପଞ୍ଚାୟତ ପୋଖରୀରେ ହେଉଥିବା ମାଛ ଚାଷ ଏବେ ଗାଁ ଗହଳର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିଛି । ୨୦୧୮-୧୯ ବର୍ଷରୁ ଏହି ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକୁ ମାଛଚାଷ ପାଇଁ ପଞ୍ଚାୟତ ପୋଖରୀ ଦୀର୍ଘମିଆଦୀ ସୂତ୍ରରେ ଲିଜ୍‍…

ଜାଣନ୍ତୁ ନୂଆ ଆକ୍ରାନ୍ତଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ଆଜି ସକାଳେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ଜଣକ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଗଞ୍ଜାମରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି । ଆକ୍ରାନ୍ତ ଜଣକ ୧୮ବର୍ଷିୟ ଯୁବକ ଏବଂ ସେ କ୍ୱାରେଣ୍ଟିନରେ ଥିଲେ । କ୍ୱାରେଣ୍ଟିନ ଥିବା ସମୟରେ ନମୁନା ପରୀକ୍ଷା ପରେ…

ଯାଜପୁରରେ ପୁଣି ବଢିଲା କଣ୍ଟେନମେଣ୍ଟ ଅଞ୍ଚଳ

ଯାଜପୁର ଟାଉନ : ଯାଜପୁରରେ ପୁଣି ବଢିଲା କଣ୍ଟେନମେଣ୍ଟ ଅଞ୍ଚଳ । ଯାଜପୁର ବ୍ଲକ ଏରବାଙ୍କ ପଞ୍ଚାୟତର ଏରବାଙ୍କ,ଇନ୍ଦରୋଇ ଏବଂ ରଧୁନାଥପୁର ଗାଁ କୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କଲା ଜିଲା ପ୍ରଶାସନ । ଆଜି ୪ ଜଣ କୋରୋନା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ଘୋଷଣା କରିଛି। ୩ ଜଣ ନୋଡାଲ ଅଧିକାରୀ…

କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଦେବାପାଇଁ ବାହାରିଲେ ପରିବାର

କଟକ : କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଦେବାପାଇଁ ବାହାରିଲେ ପରିବାର। ଏମିତି କିଛି ନିଆରା ଘଟଣା ଦେଖିବାକୁ ମିଳିଛି କଟକ ସହରର ବାଦାମ ବାଡ଼ି ଥାନା ରେ। ଆଜି ଆରତୀ ବେହେରା ନାମକ ଜଣେ ବୃଦ୍ଧ ମହିଳା ନିଜର ବୋହୁ ଓ ନାତୁଣୀ ଙ୍କୁ ଧରି ଆସି ପହଞ୍ଚିଥିଲେ କଟକ ବାଦାମବାଡ଼ି ଥାନାରେ।…

ଆଇଁଷିଆ ପ୍ରକୃତି ଯାଗୁଁ ଥାନା ବାବୁଙ୍କୁ ଗାଁ ଟୋକାଙ୍କ ଗୁଳିମାଡ

ଭୁବନେଶ୍ୱର : ରାଜଧାନୀରେ ଏବେ ଜଣେ ଥାନା ବାବୁଙ୍କୁ ନେଇ ଚର୍ଚ୍ଚା । ବାବୁ ଜଣଙ୍କର ପ୍ରବଳ ଆଇଁଷିଆ ଦୋଷ ଯୋଗୁଁ ଅଳ୍ପଦିନ ତଳେ କିଛି ଯୁବକ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ହେଲେ କୌଣସି ପ୍ରକାରେ କଥାଟାକୁ ଚାପି ରଖି ବାବୁ ଜଣଙ୍କ ସେବେଠାରୁ କରୋନା ନାଁରେ ଅଧିକାଂଶ ସମୟ ଥାନା ଭିତରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଆପଣଙ୍କର ସ୍ବାସ୍ଥ୍ୟ ଓ ପାରିବାରିକ ପରିସ୍ଥିତି ପୂର୍ବପରି ରହିବ। ଅର୍ଥ,ସୁଖ ଓ ସମ୍ମାନର ଅଭାବ ରହିବ ନାହିଁ। କି ନ୍ତୁ କର୍ମକ୍ଷେତ୍ରରେ ଅତ୍ୟଧିକ ଯୁକ୍ତିତର୍କ କରିବା ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ସ୍ଥଗିତ କାମପାଇଁ ଅନ୍ୟକୁ କୈଫୟତ୍‌ ଦେବାକୁ ପଡିପାରେ। ବୃଷ…

ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ରେ ପଂହଚିଛି । ଗତକାଲି ୭ ଜଣ କରୋନା ପଜେଟିଭ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୬୯ରେ ପଂହଚିଥିଲା । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଗଂଜାମ ଜିଲ୍ଲାର । ଏହା ସହ ଗଂଜାମରେ…

ରାତି ୭ଟା ପରେ କେହି ଘରୁ ପଦାକୁ ବାହାରି ପାରିବେ ନାହିଁ

ଭୁବନେଶ୍ୱର : କେନ୍ଦ୍ର ସରକାର ଜାରି କରିଛନ୍ତି କଡ଼ା ନିୟମ । ଯାହା ସବୁ ଜୋନ୍‌ ପାଇଁ ଲାଗୁ ହେବ । ରେଡ୍‌ ହେଉ କି ଗ୍ରୀନ୍‌ କିମ୍ବା ଅରେଞ୍ଜ ସବୁ ଜୋନ୍‌ରେ ଯାହା କିଛି ଖୋଲା ରହିବ କେବଳ ସକାଳ ୭ରୁ ରାତି ୭ଟା ପର୍ଯ୍ୟନ୍ତ । ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜନଜୀବନ ଠପ୍‌ ହୋଇ ରହିବ । ଏ…