Odia News Portal
Monthly Archives

May 2020

ସୋଆ ବିଶ୍ୱବିଦ୍ୟାଳୟ – କୋଭିଡ୍‌ ୧୯ ଯୁଦ୍ଧରେ ପ୍ରମୁଖ ଭୂମିକାରେ

ଭୁବନେଶ୍ୱର()ମନ ଜିଣୁଛି ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା କରୋନା ସଚେତନତା କୁ ନେଇ ପ୍ରସ୍ତୁତ ହୋଇଥିବା ଭିଡ଼ିଓ । କୋଭିଡ 19 ଯୁଦ୍ଧରେ ପ୍ରମୁଖ ଭୂମିକା ନେଇଥିବା ସୋଆ ଜନସାଧାରଣଙ୍କୁ ସତର୍କ ଓ ସଚେତନ କରିବା ନିମନ୍ତେ ଏହି ଭିଡିଓ ପ୍ରସ୍ତୁତ କରିଛି । ଭିଡିଓ ଟି ରିଲିଜ ହେବା ପରେ ସୋସିଆଲ…

ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆ ପକ୍ଷରୁ ଡାକ୍ତରଙ୍କ ପାଇଁ ସ୍ୱତନ୍ତ୍ର ସର୍ଭିସ

ଭୁବନେଶ୍ୱର : ବିଏମଡବ୍ଲୁ ଗ୍ରୁପ ଇଣ୍ଡିଆ ପକ୍ଷରୁ ଏକ ବିଏମଡବ୍ଲୁ କିମ୍ବା ମିନି କାର କିମ୍ବା ଏକ ବିଏମଡବ୍ଲୁ ମୋଟରାଡ ବାଇକର ମାଲିକତ୍ୱ ଥିବା ତଥା ଏହି ଭୟଙ୍କର ମହାମାରୀ କୋଭିଡ-୧୯ ସହ ଲଢ଼ିବା ପାଇଁ ଦିନରାତି ନିଃସ୍ୱାର୍ଥପର ଭାବେ କାର୍ଯ୍ୟକରି ଆସୁଥିବା ଡାକ୍ତରମାନଙ୍କ ପାଇଁ ସ୍ୱତନ୍ତ୍ର…

ଓଡିଆଙ୍କୁ ନେଇ ଗଂଜାମ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ() ସୁରତରୁ ଓଡିଆଙ୍କୁ ନେଇ ଗଂଜାମ ଆସୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ । ଆଜି ସକାଳ ନାଗପୁର ଆମରାବତୀ ଜାତୀୟ ରାଜପଥ ନିକଟରେ ଏହି ବସଟି ଓଲଟି ପଡିଛି । ଏହି ଦୁର୍ଘଟଣାରେ ୫ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଆମରାବତୀ ନିକଟସ୍ଥ କରଞ୍ଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…

ରାଜ୍ୟରେ  ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ରାଜ୍ୟରେ  ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଝାରସୁଗୁଡା ଜିଲ୍ଲାର ।ଏହା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ ରେ ପଂହଚିଛି । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ସୂଚନା ଅନୁସାରେ ଆଜି ମୋଟ ୩ଜଣ କରୋନା…

ରନ୍ଧାଖାଦ୍ୟ ମିଳିନଥିବା ଅଭିଯୋଗ ଆଣିଲେ ଡିପଲ ନଗର ଭିନ୍ନକ୍ଷମ

କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ନିକଟବର୍ତ୍ତୀ ଆଙ୍କୁଶପୁର ପଞ୍ଚାୟତ ଅନ୍ତର୍ଗତ ଲେପ୍ରସି କଲୋନୀ କୁହାଯାଉଥିବା ଡିପଲ ନଗର ବାସୀଙ୍କୁ ପଞ୍ଚାୟତ ପକ୍ଷରୁ ରନ୍ଧା ଖାଦ୍ୟ ମିଳିନଥିବା ନେଇ ଅଭିଯୋଗ କରିଛନ୍ତି । କୁକୁଡ଼ାଖଣ୍ଡି ଠାରୁ ମାହୁରୀ କାଳୁଆ ରାସ୍ତାରେ ଥିବା ଏହି କଲୋନୀରେ…

ଓଡିଶାର କରୋନା ମ୍ୟାପ୍ ନୂଆ ଜିଲ୍ଲା ସାମିଲ

ଭୁବନେଶ୍ବର : ରାଜ୍ୟରେ ଆଉ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଗଞ୍ଜାମ ହୋଇଥିବା ଜିଲ୍ଲାର ସୂଚନା ମିଳିଛି। ଓଡିଶା ମ୍ୟାପରେ ନୂଆ ଜିଲ୍ଲା ସାମିଲ ହେଇଛି। ଏବେ ରାଜ୍ୟରେ ୧୬ଜିଲ୍ଳାକୁ କରୋନା ବ୍ୟାପିଛି। ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ…

ମଣିଷ ପଣିଆ ଛଡାଇ ନେଇଛି କରୋନା

ଯାଜପୁର ଟାଉନ : କରୋନା ଭୟରେ ଲୋକମାନଙ୍କ ମଧ୍ୟରେ ହଜି ଯାଉଛି ମଣିଷ ପଣିଆ । କରୋନା ଏବେ ମଣିଷ ମଣିଷ ଭିତରେ ଦୂରତାକୁ ମଧ୍ୟ ବଡାଇଦେଉଛି । ଯିଏ ଦିନେ ମିଳିମିଶି ଏକାଠି ଖାଉଥିଲେ, ପରସ୍ପର ଭଲମନ୍ଦରେ ସହାୟତାର ହତା ବଡାଉଥିଲେ । ଏବେ କିନ୍ତୁ କରୋନା ଭୟ ଏସବୁକୁ ଚୁରମାର କରିଦେଇଛି । ଯାହାର ଏକ…

ଜିଲ୍ଲା ସରକାରୀ ୱେବସାଇଟ୍‍ରେ ଓଡିଆ ଭାଷାର ବିକୃତିକରଣ

ଜଗତ୍‍ସିଂହପୁର : ସରକାରୀ କାର୍ଯ୍ୟରେ ଓଡିଆ ଭାଷାର ପ୍ରଚଳନ ପାଇଁ ରାଜ୍ୟ ସରକାର ଆଇନ୍‍ ଆଣିବାପରେ ଅନେକ ଜିଲ୍ଲା ପ୍ରଶାସନ ସେମାନଙ୍କ ୱେବସାଇଟ୍‍କୁ ଓଡିଆରେ ପ୍ରସ୍ତୁତ କରିଛନ୍ତି । ହେଲେ ସରକାରୀ ପଇସାରେ ପ୍ରସ୍ତୁତ ଏହି ଓଡିଆ ୱେବସାଇଟ୍‍ରେ କି ପ୍ରକାର ଓଡିଆ ଲେଖା ହେଉଛି ତାହାକୁ କେହି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର କାମ ଗୁଡିକ ସୁବିଧାରେ ଓ ସୁରୁଖୁରୁରେ ହୋଇଯିବ। ଘରେ ନିଜ ପରିସରର ବନ୍ଧୁଙ୍କ ସହିତ ଖୁସିର ଆସର ଜମିପାରେ। ପ୍ରଶାସନ,ଆନୁଷ୍ଠାନିକ କା, ରାଜନୀତି ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ମାନସିକ ସ୍ଥିତି ବିପନ୍ନ ହୋଇପାରେ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ…

ସ୍ଥାୟୀ କର୍ମୀ ନିଯୁକ୍ତି କରାଗଲେ ଅର୍ଥନୀତି ସୁଦୃଢ ହେବ

ନୂଆଦିଲ୍ଲୀ () ଓଡିଶାର ପମୁଖ ସିଭିଲ୍ ସୋସାଇଟି ନେତୃତ୍ୱଙ୍କ ସହ କରୋନା ସମୟରେ ରାଜ୍ୟରେ ପରିସ୍ଥିତି, ଏହାର ତ୍ୱରିତ ମୁକାବିଲା ଓ ଲମ୍ବା ସମୟ ବିକାଶ ଯୋଜନା ଉପରେ ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ବିସ୍ତୃତ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ କରୋନା…