Odia News Portal
Monthly Archives

June 2020

ଫସଲର ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯାଇଛି

ଭୁବନେଶ୍ୱର () ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷା କୃଷି କାର୍ଯ୍ୟ ଉପରେ ନିର୍ଭର କରୁଥିବାରୁ କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟରେ ଖରିଫ୍‌ ଚାଷ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଉପଯୁକ୍ତ ସମନ୍ୱୟରେ ଠିକଣା ସମୟରେ ଚାଷୀମାନଙ୍କୁ ଆବଶ୍ୟକ…

ଆଗାମୀ ଗୋଟିଏ ସପ୍ତାହ ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର() କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ବୟସ୍କ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହେବା ସମ୍ଭାବନା ଅଧିକ ରହିଛି । ବୟସ ବଢ଼ିବା ସହ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ତେଣୁ ବୟସ୍କ ବ୍ୟକ୍ତିମାନେ ସାବଧାନ ରହିବା ଆବଶ୍ୟକ । ରାଜ୍ୟରେ…

ବାହୁଡ଼ା ପୂର୍ବରୁ ୫ ହଜାର ସେବାୟତଙ୍କ କୋଭିଡ଼ ଟେଷ୍ଟ

ପୁରୀ()  ବାହୁଡ଼ା ପୂର୍ବରୁ ସବୁ ସେବାୟତଙ୍କ ହେବ କୋଭିଡ ଟେଷ୍ଟ । ୫ ହଜାର ସେବାୟତଙ୍କ କୋଭିଡ଼ ଟେଷ୍ଟ କରାଯିବ । ଏହାସହ ନିୟୋଜିତ ହୋଇଥିବା ଅଧିକାରୀଙ୍କ ହେବ କୋଭିଡ ଟେଷ୍ଟ । ଆଜିଠାରୁ ଆରମ୍ଭ ହୋଇଛି ଏହି ଟେଷ୍ଟ ପ୍ରକ୍ରିୟା । ପୁରୀର ସମସ୍ତ ଅଞ୍ଚଳକୁ ସାନିଟାଇଜ୍‌ କରାଯିବ । ଏହାସହିତ ଆଗକୁ…

କାହିଁକି ଶ୍ରୀକୃଷ୍ଣ ତାଙ୍କ ମୁଣ୍ଡରେ ମୟୁର ପୁଛ ଲଗାନ୍ତି, ଜାଣନ୍ତୁ ପ୍ରକୃତ ରହସ୍ୟ

ଭୁବନେଶ୍ୱର() ମୟୁର ଆମର ଜାତୀୟ ପକ୍ଷୀ ଦେଖିବାକୁ ବି ଖୁବ୍ ସୁନ୍ଦର। ମୟୁର ବିଷୟରେ ସମସ୍ତେ ଜାଣନ୍ତି। ତେବେ ଏପରି କିଛି କଥା ଅଛି ଜାହା ଆପଣ ନିଜେ ବି ଜାଣି ନଥିବେ। ମୟୁର ଏକ ବ୍ରହ୍ମଚାରୀ ପକ୍ଷୀ। ଏଣୁ ଏହାର ପୁଛରେ ଭଗବାନ ଶ୍ରୀକୃଷ୍ଣଙ୍କର ମଧ୍ୟ ଶ୍ରଦ୍ଧା ରହିଛି। ଶ୍ରୀକୃଷ୍ଣ ତାଙ୍କ…

ଭୁବନେଶ୍ୱରରୁ ୨୨, ୧୯ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଆଜି ୨୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ ଜଣ ଭୁବନେଶ୍ୱରର ହୋଇଥିବା ଜଣାପଡ଼ିଛି । ୨୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ଜଣ ଘରେ ସଙ୍ଗରୋଧରେ ଥିଲେ ଓ ଅନ୍ୟ ୧୯ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ୨୨ଜଣଙ୍କ ମଧ୍ୟରୁ ଏକ ଘରୋଇ…

ଓଡ଼ିଶାରେ ଆରମ୍ଭ ହେବ ଆଣ୍ଟିବଡ଼ି ଟେଷ୍ଟ

ଭୁବନେଶ୍ୱର() ଓଡ଼ିଶାରେ ପୁଣି ଆରମ୍ଭ ହେବ ଆଣ୍ଟିବଡ଼ି ଟେଷ୍ଟ । ଆସନ୍ତା ସପ୍ତାହରେ ରାଜ୍ୟରେ ପହଞ୍ଚିବ ଆଇସିଏମଆର ଅନୁମୋଦିତ ଆଣ୍ଟିବଡ଼ି ଟେଷ୍ଟ କିଟ୍ । ଘରକୁ ଘର ହେଉଥିବା ସର୍ଭେରେ ଏହି କିଟକୁ ବ୍ୟବହାର କରାଯିବ । ରାଜ୍ୟରେ ପରୀକ୍ଷାର ପଦ୍ଧତି ଓ ପ୍ରକ୍ରିୟା ନେଇ ଆସନ୍ତାକାଲି ଯୋଜନା ହେବ ।…

ଭୁବନେଶ୍ୱରର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ବ୍ଲୁ ହ୍ୱିଲ ହସ୍ପିଟାଲ ସିଲ୍ କରାଯାଇଛି । କୋଭିଡ଼ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ସିଲ କରିଛି ବିଏମସି । ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି ମହାନଗର ନିଗମ । ଗତକାଲି ସୁଦ୍ଧା ହସ୍ପିଟାଲରୁ ୨୭ କରୋନା ରୋଗୀ ଚିହ୍ନଟ…

ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସ ଅସୁସ୍ଥ

ଭୁବନେଶ୍ୱର() ବିଜେଡିର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ ଅସୁସ୍ଥ। ମୁଣ୍ଡରେ ରକ୍ତ ଜମାଟ ବାନ୍ଧି ଥିବାରୁ ଗତକାଲି ଅସ୍ତ୍ରୋପଚାର କରାଯାଇ ତାଙ୍କୁ ଆଇସିୟୁରେ ରଖା ଯାଇଛି। ସୂଚନା ଅନୁଯାୟୀ, ସୋମବାର ରାତିରେ ବ୍ରେନ୍‌ ଷ୍ଟ୍ରୋକ୍‌ ହେବାରୁ…

ଛାତ୍ର ବିଜେଡ଼ିର ସପ୍ତାହବ୍ୟାପୀ “ଜୀବନବିଦୁ” କାର୍ଯ୍ଯକ୍ରମର ଶୁଭାରମ୍ଭ

ଭୁବନେଶ୍ବର : ସମଗ୍ର ଦେଶରେ କୋରାନା ମହାମାରୀ ସମୟରେ ରକ୍ତ ସଙ୍କଟ ଦୂର ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଛାତ୍ର ଜନତା ଦଳ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମର ଆୟୋଜନ କରିଛି । ସାମାଜିକ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ବିଜୁ…

୨୪ଘଣ୍ଟାରେ ୧୫ହଜାର ୯୮୬ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ() ଦେଶରେ ଯେମିତି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୫୬ହଜାର ୧୮୩ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪ହଜାର ୪୭୬ରେ ପହଞ୍ଚିଛି । ଗତ ୨୪ଘଣ୍ଟାରେ ୧୫ହଜାର ୯୮୬…