Odia News Portal
Monthly Archives

June 2020

ରାଜ୍ୟରେ ଆଉ ୧୬୭ କରୋନା ସଂକ୍ରମିତ ଚିହ୍ନଟ,୧୬ ଲୋକାଲ କେସ

ଭୁବନେଶ୍ବର () ରାଜ୍ୟରେ ଆଉ ୧୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୭୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ପହଣ୍ଡି ନୀତି ଶେଷ

ପୁରୀ()  ଆଜି ରଥଯାତ୍ରା । ରତ୍ନ ଦେବୀ ଛାଡି ରଥରେ ଚଢି ଜନ୍ମବେଦୀ ଯିବେ ତିନି ଠାକୁର । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ପାଇଁ ଦେଖାଯିବନି ଭକ୍ତଙ୍କ ଭିଡ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କମ୍ ସଂଖ୍ଯକ ସେବାୟତଙ୍କୁ ନେଇ ଚାଲିଛି ସମସ୍ତ ନୀତିକାନ୍ତି । ଭୋର ୩ଟାରୁ…

ନୂତନ ମନ୍ଦିରକୁ ଗ୍ରାମଦେବତୀଙ୍କ ପ୍ରବେଶ

କେନ୍ଦ୍ରାପଡ଼ା : ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତର ଗୋପପାଟଣା ଗ୍ରାମରେ ଆଜି ମା ଗିରିଜାଦେବୀ ମାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଆଜି ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା ରେ ମା ନୂଆ ମନ୍ଦିରଙ୍କୁ ପ୍ରବେଶ କରିଛନ୍ତି । ସକାଳେ କଲଷ ଯାତ୍ରା ଆରମ୍ଭ ହୋଇଥିଲା । କଳଷ ଯାତ୍ରା ଶେଷ ହେବା…

କେବଳ ପୁରୀ ନୁହଁ ଏଠାରେ ବି ରଥ ଯାତ୍ରା ଅନୁଷ୍ଠିତ ହେବ

ଅହମ୍ମଦାବାଦ : ଆଜି ପୁରୀ ବଡ଼ଦାଣ୍ଡରେ ଗଡ଼ିବ ରଥ । ରଥ ଯାତ୍ରା ସଂପର୍କିତ ପୁନର୍ବିଚାର ପିଟିସନର ଶୁଣାଣି କରି ଏ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କେବଳ ପୁରୀ ନୁହଁ ଅହମ୍ମଦାବାଦରେ ବି ରଥ ଯାତ୍ରା ଅନୁଷ୍ଠିତ ହେବ । ପୁନର୍ବିଚାର ପିଟିସନର ଶୁଣାଣି କରି ଗୁଜରାଟ ହାଇକୋର୍ଟ ସୋମବାର…

କୋଭିଡ୍‌ ଟେଷ୍ଟ ହୋଇନଥିବା ପୁଲିସ ଟାଣିବେନି ରଥ

ପୁରୀ : କୋଭିଡ୍‌ ଟେଷ୍ଟ ହୋଇଥିବା ଅଫିସର, ସେବାୟତ ରଥ ଟାଣିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ରଥଯାତ୍ରା ପାଇଁ ଆସିଥିବା ପୁଲିସ ବାହିନୀର କୋଭିଡ୍‌ ଟେଷ୍ଟ ହୋଇନି । ହାତଗଣତି ପୁଲିସଙ୍କ କୋଭିଡ୍‌ ଟେଷ୍ଟ ହୋଇଛି। ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ କୋଭିଡ୍‌ ଟେଷ୍ଟ ହୋଇ ନଥିବା…

ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ଏନ୍‌କାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ। ତେବେ ଦୁଃଖର କଥା ଏଥିରେ ଜଣେ ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି । ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ପୋଲିସ, ସେନା ଓ ସିଆରପିଏଫ୍‌ ପକ୍ଷରୁ ମିଳିତ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ରବି ଓ ଚନ୍ଦ୍ର ଏକରାଶିରେ ଅବସ୍ଥାନ କରି ପାପପ୍ରଭାବସ୍ଥ ଯୋଗୁ ମାନସିକ ସ୍ତରରେ ନିରୁତ୍ସାହତା ଓ ଗ୍ଲାନି ସୃଷ୍ଟିହେବ। ବନ୍ଧୁବାନ୍ଧବ କ୍ଷେତ୍ରରେ ବିଶେଷ ଉନ୍ନତି ପରିଲକ୍ଷିତ ହେବନାହିଁ। ତଥାପି କୃତ୍ତିକା ନକ୍ଷତ୍ର ସବୁକଥାକୁ ଭଲରୂପେ ବିଚାର କରି କାମ କରନ୍ତୁ, ନତୁବା ବିଭିନ୍ନ…

ଶୈଳଶ୍ରୀବିହାର-ଡମଣା ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତି କରଣ ପାଇଁ ଶୁଭଦେଲେ ସୁଶାନ୍ତ ରାଉତ

ଭୁବନେଶ୍ୱର : ଶୈଳଶ୍ରୀବିହାର ଠାରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତି କରଣ କାର୍ଯ୍ୟର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ନଡିଆ ବାଡେଇ ଉଦଘାଟନ କରିବା ସହିତ କହିଥିଲେ ଭୁବନେଶ୍ୱରରେ କରୋନା…

ଖାକିବାବୁଙ୍କ ଗଞ୍ଜେଇ ବେପାର

ଫୁଲବାଣୀ : ଖାକି ବାବୁଙ୍କର ଗଞ୍ଜେଇ ବେପାର । ଗଞ୍ଜେଇ ଚାଲାଣ ସହ ଚୋରା ନୋଟ କାରବାର କରୁଥିବା ଜଣେ କନେଷ୍ଟବଳଙ୍କୁ ଫିରିଙ୍ଗିଆ ଥାନା ପୁଲିସ ଗିରଫ କରିଛି । ଏହା ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରେ ୧ଲକ୍ଷ ୧୩ ହଜାର ଟଙ୍କାର ଜାଲ୍‌ ନୋଟ୍‌ ସହ ୩୦ କେଜି…

ରାତି ପାହିଲେ ରଥଯାତ୍ରା, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ପୁରୀ : ସୁପ୍ରିମକୋର୍ଟରୁ ଗ୍ରୀନ ସିଗନାଲ ମିଳିବା ପରେ ରଥଯାତ୍ରା ନେଇ ପ୍ରସ୍ତୁତି ଆହୁରି ତ୍ୱରାନ୍ୱିତ ହୋଇଛି । ବିନା ଭକ୍ତରେ କିପରି ଶାନ୍ତିଶୃଙ୍ଖଳାର ସହ ଶ୍ରୀକ୍ଷେତ୍ରରେ ରଥଯାତ୍ରା ସମ୍ପନ୍ନ ହୋଇପାରିବ, ସେନେଇ ପୁରା ପ୍ରସ୍ତୁତିରେ ଲାଗିପଡ଼ିଛି ପ୍ରଶାସନ । ଖୋଦ ରାଜ୍ୟ ମୁଖ୍ୟ ଶାସନ ସଚିବ…