ବାବୁସାନ ଆଇଟିସିର ବ୍ରାଣ୍ଡ୍ ଆମ୍ବାସଡ଼ର
ଭୁବନେଶ୍ୱର : ଆଇଟିସିର ମଙ୍ଗଳଦୀପ୍ ଜଗନ୍ନାଥ ମନ୍ଦିର ଅଗରବତୀର ବ୍ରାଣ୍ଡ୍ ଆମ୍ବାସଡ଼ର ଭାବେ ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି । ଏହି ପବିତ୍ର ଅଗରବତୀକୁ ଓରମାସ୍(ଓଡ଼ିଶା ର୍ୟୁରାଲ ଡେଭଲପ୍ମେଂଟ୍ ଆଣ୍ଡ୍ ମାର୍କେଟିଙ୍ଗ୍ ସୋସାଇଟି)ର ସହାୟତାରେ ଗ୍ରାମୀଣ ମହିଳାଙ୍କ…