Odia News Portal

ସବୁଠାରୁ ହଟ୍‌ ଏହି ନାୟିକାଙ୍କ ନୂଆ ଅବତାର ଉଡାଇଦେବ ଆପଣଙ୍କ ହୋସ, ଆସନ୍ତୁ ଦେଖିବା ଫଟୋ

ଟେଲିଭିଜନ ଅଭିନେତ୍ରୀ ନିଆ ଶର୍ମା ସବୁବେଳେ ନିଜର ସେକ୍ସି ଫିଗରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ନିଜର ସେକ୍ସି ଅନ୍ଦାଜ ପାଇଁ ସୁବବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ନିଆ ଶର୍ମା । କେବେ ନିଆ ନିଜର ଫିଟ୍ନେସକୁ ନେଇ ତ ଆଉ କେବେ ଫଟୋଶୁଟକୁ ନେଇ। ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ହେବା ସତ୍ତ୍ୱେ ବଲିଉଡର ଅଭିନେତ୍ରୀମାନଙ୍କୁ ପଛରେ ପକାଇ ଦିଅନ୍ତି ନିଆ। ନିକଟରେ ପୁଣି ଏକ ଫଟୋଶୁଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି ନିଆ। ସବୁବେଳେ ନିଜର ବୋଲ୍ଡନେସକୁ ନେଇ ଲାଇମଲାଇଟରେ ରହନ୍ତି ନିଆ।

୨୦୦୬ରେ ନିଆ କ୍ୟାଟ୍ରିନା କୈଫ, ଆଲିଆ ଭଟ୍ଟ ଏବଂ ସୋନମ କପୁରଙ୍କ ଭଳଳି ବଲିଉଡ ଅଭିନେତ୍ରୀଙ୍କୁ ପଛରେ ପକାଇ ଏସିଆର ତୃତୀୟ ସବୁଠାରୁ ସେକ୍ସି ମହିଳା ଟାଇଟଲ ହାସିଲ କରିଥିଲେ। ନିଆ ସର୍ବଦା ନିଜ ସୋସିଆଲ ମିଡିଆରେ ହଟ୍‌ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ରହିଥାନ୍ତି। ଯାହା ସବୁବେଳେ ଇଣ୍ଟରନେଟରେ ଭାଇରାଲ ହୋଇଥାଏ। ସେଥିପାଇଁ ତାଙ୍କୁ ଇଣ୍ଟରନେଟ ସେନସେସନ କୁହାଯାଏ।

ନିଜର ହଟ୍‌ ଫଟୋ ଯୋଗୁଁ ଜବରଦସ୍ତ ଫ୍ୟାନ ଫଲୋଇଂ ରହିଛନ୍ତି ନିଆଙ୍କର। ଏଥିପାଇଁ ୨୦୧୭ରେ ଦୀପିକା ପାଦୁକୋନଙ୍କୁ ପଛରେ ପକାଇ ନିଆ ଏସିଆର ଦ୍ୱିତୀୟ ସବୁଠାରୁ ସେକ୍ସି ମହିଳା ଟାଇଟଲ ହାସିଲ କରିଥିଲେ। ବିକ୍ରମ ଭଟ୍ଟଙ୍କ େଓ୍ଵବ ସିରିଜ ‘ଟ୍ଵିଷ୍ଟେଡ’ର ପ୍ରଥମ ସିରିଜରେ ବହୁତ ହଟ୍‌ ଏବଂ ବୋଲ୍ଡ ଅବତାରରେ ନଜର ଆସିଥିଲେ ନିଆ।