Odia News Portal
Monthly Archives

June 2020

ଉଭୟଙ୍କ ସମ୍ପର୍କ ନୁହେଁ ତ ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ର କାରଣ !

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସୁଇସାଇଡ୍‌ ମାମଲାରେ ଏବେ ଯାଏଁ ପ୍ରାୟ ୧୩ ଜଣଙ୍କୁ ପୋଲିସ ଜେରା କରିସାରିଲାଣି। ତଦନ୍ତକୁ ଆଉ ଟିକେ ଆଗେଇ ନେଇ ପୋଲିସ ଏବେ ସୁଶାନ୍ତଙ୍କ ବନ୍ଧୁବାନ୍ଧବ, ଚାକର ଓ ସାଙ୍ଗସାଥୀ ତଥା ତାଙ୍କ ସହ କାମ କରୁଥିବା ଲୋକ ଓ ପ୍ରଡକ୍ସନ୍‌ ହାଉସ୍‌କୁ ମଧ୍ୟ…

ସହିଦଙ୍କ  ଭାଇ ଭଉଣୀଙ୍କ ପଢା ଖର୍ଚ୍ଚ ବହନ କରିବେ କନ୍ଧମାଳ ସାଂସଦ

ଭୁବନେଶ୍ବର : ଗାଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷରେ ପ୍ରାଣ ହରାଇଛନ୍ତି ଦେଶର ୨୦ ଜଣ ଯବାନ। ଏମାନଙ୍କ ମଧ୍ୟରେ ଓଡ଼ିଶା ଦୁଇ ସହିଦ ହୋଇଛନ୍ତି। ଦୁଇ ସହିଦ ହେଉଛନ୍ତି କନ୍ଧମାଳରୁ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ ସୋରେନ । କନ୍ଧମାଳର  ସହିଦଙ୍କ  ଭାଇ ଭଉଣୀଙ୍କ ପଢା…

ଆଉ ୧୫୩ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର() ପୁଣି ଖୁସିଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ରାଜ୍ୟରେ ଆଉ ୧୫୩ ଜଣ ସୁସ୍ଥ ହୋଇଥିବାର ଟ୍ବିଟ ମାଧ୍ୟମରେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି କଟକର ୪୩, ଜଗତସିଂହପୁରରୁ ୨୧, କନ୍ଧମାଳରୁ ୧୮, ଖୋର୍ଦ୍ଧାର ୧୨ ଜଣ,ଭଦ୍ରକର ୧୧ ଜଣ, ଗଜପତିର ୯ ଜଣ,…

ରଥଯାତ୍ରା ପାଇଁ ପୁଣି ପିଟିସନ

ପୁରୀ() ରଥଯାତ୍ରା ନେଇ ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ପୁନଃବିଚାର ଆବେଦନ କରିଛନ୍ତି ଆଇନଜୀବୀ ପ୍ରଣୟ କୁମାର ମହାପାତ୍ର । କେବଳ ପୁରୀରେ ରଥଯାତ୍ରା କରିବାକୁ ସେ ନିବେଦନ କରିଛନ୍ତି । ସାମାଜିକ ଦୂରତା ମାନି ସେବାୟତଙ୍କ ଦ୍ୱାରା ରଥଯାତ୍ରା କରାଯାଉ ବୋଲି ସେ କହିଛନ୍ତି ।…

ଓଡ଼ିଶାଠାରୁ ଏତିକି କିମି ଦୂରରେ ପଙ୍ଗପାଳ

ଭୁବନେଶ୍ୱର() ପଙ୍ଗପାଳଙ୍କ ସ୍ଥିତି ନେଇ କୃଷି ନିର୍ଦ୍ଦେଶକ ଏମ୍ ମୁଥୁକୁମାର ସୂଚନା ଦେଇ କହିଛନ୍ତି ଯେ ପଙ୍ଗପାଳ ଦଳ ବର୍ତ୍ତମାନ ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାରେ ଅଛନ୍ତି । ଓଡ଼ିଶାଠାରୁ ୫୦୦କିମି ଦୂରରେ ପଙ୍ଗପାଳ ଦଳ ଅଛନ୍ତି । ଏନେଇ ୧୨ ଜିଲ୍ଲାର ଚାଷୀଙ୍କୁ ଆଲର୍ଟ କରାଯାଇଛି । ଏଥିସହିତ…

୪ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର () ଆଜିଠୁ ରାଜ୍ୟରେ ବର୍ଷା ବଢ଼ିବ । ଆସନ୍ତା ୩ ରୁ ୪ଦିନ ରାଜ୍ୟରେ ବର୍ଷା ଅଧିକ ରହିବ । ବିଶେଷକରି ଉତ୍ତର ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷିବ । ବେଶି ବର୍ଷା ହେବ ୨୦ ଓ ୨୧ ତାରିଖରେ । ଉପକୂଳ ଓଡ଼ିଶାରେ ବର୍ଷା ପରିମାଣ କମ୍‌ ରହିବ । ପାଣିପାଗ ବିଭାଗ କହିଛି, ଝାଡ଼ଖଣ୍ଡ ଉପରେ…

ଗେଣ୍ଡୁଫୁଲ କେତେ ପ୍ରକାରର ଜାଣନ୍ତୁ…

ବଗିଚାରେ ଗେଣ୍ଡୁ ଫୁଲର ସମାହାର ବେଶ ମନଛୁଆଁ । ଗେଣ୍ଡୁର ମହକ ଆଉ ସୌନ୍ଦର୍ଯ୍ୟକୁ ଟିକେ ମନଭରି ଉପଭୋଗ କରିବା ପାଇଁ ଲୋକମାନେ ଚାହିଁ ରହିଥାନ୍ତି । ସାଧାରଣତଃ ଶୀତ ଦିନେ ବାଡ଼ି ବଗିଚାରେ ଗେଣ୍ଡୁ ଫୁଲ ଘର କରିବସେ । ଆସନ୍ତୁ ସେଇ ଗେଣ୍ଡୁଫୁଲକୁ କେମିତି ଚାଷ କରିବା, ସେ ବିଷୟରେ ଜାଣିବା ଆଉ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ଣ୍ଣମାତ୍ରାରେ ପାଳନ କରାଯିବ

ଭୁବନେଶ୍ୱର() ରଥଯାତ୍ରା ସମ୍ପର୍କିତ ନୀତି ସମ୍ପର୍କରେ ଆଜି ସନ୍ଧ୍ୟାରେ ନିଷ୍ପତ୍ତି ନିଆଯିବ । ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା କହିଛନ୍ତି ଗଜପତି ମହାରାଜା । ଏ ବର୍ଷ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ପ୍ରସଙ୍ଗରେ ଶ୍ରୀମନ୍ଦିର ପରିଚାଳନା…

ଭୁବନେଶ୍ବରରୁ ୭ ପଜିଟିଭ, ୩ ଲୋକାଲ କେସ, ଜାଣନ୍ତୁ କେଉଁ ଅଞ୍ଚଳର

ଭୁବନେଶ୍ୱର() ରାଜ୍ୟରେ ୧୭ଜିଲ୍ଲାରୁ ଆଜି ଆଉ ନୂଆ ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୭ଜଣ ଭୁବନେଶ୍ୱରର । ଏହାସହ ୭ଜଣଙ୍କ ମଧ୍ୟରେ ୪ଜଣ ହୋମ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେଣ୍ଟିନରେ ଥିବା ୪ଜଣ…

୩୦୦କୋଟି ଟଙ୍କାର ଦୁର୍ନୀତି କରାଯାଇଛି

ଭୁବନେଶ୍ୱର() କୋଭିଡ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । ଏହାରି ଭିତରେ ଶ୍ରମିକଙ୍କ ପାଇଁ କୋଭିଡ କିଟ୍ସ କିଣାରେ ବଡ଼ ଦୁର୍ନୀତି କରାଯାଇଥିବା ପିସିସି କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ…