Odia News Portal
Monthly Archives

June 2020

ଆତ୍ମହତ୍ୟା ବେଳେ ସୁଶାନ୍ତଙ୍କ ଆକାଉଣ୍ଟରେ ଥିଲା ଏତିକି ଟଙ୍କା

ରବିବାର ଦିନ ଶୁସାନ୍ତ ସିହଂ ରାଜ ପୁତ ଆତ୍ମହତ୍ୟା କରି ନେଇଛନ୍ତି । ସେ ମୁମ୍ବାଇ ରେ ବେଣ୍ଡ୍ରା ସ୍ଥିତ ନିଜର ବାସଭବନ ରେ ଫାସୀ ଲେଗଇ କରି ଆତ୍ମହତ୍ୟା କରିଛନ୍ତି । ତେବେ ପୋଲିସ ସ୍ପଷ୍ଟ କରିଛି କି ଆର୍ଥିକ ମାନ୍ଦାବସ୍ତା ସୁଶାନ୍ତଙ୍କ ମୃତ୍ୟୁର କାରଣ ନୁହେଁ , କାରଣ ମୃତ୍ୟୁ ପରେ ବି ଏବେ…

ସହିଦ ଯବାନଙ୍କ ଭିତରୁ ୨ ଓଡିଆ

ଭୁବନେଶ୍ବର() ସୋମବାର ରାତିରେ ପୂର୍ବ ଲଦାଖର ଗଲ୍‌ଓ୍ଵାନ୍‌ ଘାଟିରେ ଭାରତୀୟ ସୀମାରେ ପଶି ଚୀନ ସେନା ଆକ୍ରମଣ କରିବାରୁ ଜଣେ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହିଦ ‌ହୋଇଥିଲେ । ତେବେ ଏହି ଯବାନଙ୍କ ମଧ୍ଯରେ ଓଡିଶାରୁ ଦୁଇ ଜଣ ଥିବା ନେଇ ସୂଚନା ମିଳିଛି । ଜଣେ କନ୍ଧମାଳ ଜିଲ୍ଲା…

ଆଉ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ, ୩୦ ଲୋକାଲ କେସ

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଆଜି ନୂଆ ୧୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ୧୭୫ କରୋନା ଆକ୍ରାନ୍ତଙ୍କ…

ସହିଦ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସମବେଦନା

ଭୁବନେଶ୍ବର : ସହିଦ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମବେଦନା। ଗଲଓ୍ଵାନ ଘାଟିରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସାହାସୀ ଯବାନଙ୍କୁ ସଲାମ କରିବାକୁ ରାଷ୍ଟ୍ର ଏକ ହେଉ। ଯବାନମାନେ ସର୍ବୋଚ୍ଚ ବଳିଦାନ ଦେଇଛନ୍ତି ବୋଲି ନବୀନ ଟ୍ଵିଟ୍‌ କରି…

ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ

ଭୁବନେଶ୍ୱର() ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ ଘଟିଛି । ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ବର୍ଷ ବୟସ ହୋଇଥିଲା । ୨୦୧୯ରେ ପ୍ରଥମ ଥର ପାଇଁ ବିଜେପି ଟିକେଟରେ ସେ ବିଧାୟକ ହୋଇଥିଲେ । ବିଜେପି ଜିଲ୍ଲା ସଭାପତି ଓ ଜିଲ୍ଲା…

ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୧୧ହଜାର ଟପିଲା କରୋନା ମୃତ୍ୟୁସଂଖ୍ୟା। ୨୪ଘଣ୍ଟାରେ ସର୍ବାଧିକ ୨୦୦୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଏହାସହ ୧୦ ହଜାର ୯୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଯେଉଁ କାମ ଆଜି ଆରମ୍ଭ କରିବେ ସେଥିରେ ନିଶ୍ଚିତ ସଫଳତା ମିଳିବା କଷ୍ଟକର ହୋଇପାରେ। କଷ୍ଟ ସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀ ଲୋକଙ୍କୁ ସହାନୁଭୂତି ପ୍ରଦାନକରି ଆମତ୍ସନ୍ତୋଷ ଲାଭ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ବୃଷ…

ମହାନଦୀକୁ ଡେଇଁଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ

ବାଙ୍କୀ : ଫୋନରେ ଗପିଗପି ମହାନଦୀକୁ ଡେଇଁପଡିଥିଲେ ଯୁବତୀ । ବାଙ୍କୀ ସୁବର୍ଣ୍ଣପୁର ଫାଣ୍ଡି ଅନ୍ତର୍ଗତ ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ୍ ରୁ ଡେଇଁପଡ଼ିଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ । ମିଳିଥିବା ଖବର ଅନୁଯାୟୀ ଯୁବତୀ ଜଣକ ସୁବର୍ଣ୍ଣପୁର ପଟୁ, ବାଙ୍କୀ ପଟକୁ ବ୍ରିଜ୍‌…

ବିରଳ ମାଛ ଦେଖିବାକୁ ଲୋକଙ୍କ ଭିଡ଼

ବ୍ରହ୍ମଗିରି : ଚିଲିକାରୁ ଉଦ୍ଧାର ହୋଇଛି ଏକ ବିରଳ ପ୍ରଜାତିର ମାଛ । ମାଛଟିର ଆକାର ଓ ଚେହେରା ସାଧାରଣ ମାଛ ଠାରୁ ପୂରା ଅଲଗା । ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ୍ ଅନ୍ତର୍ଗତ ସିପିଆ ଗାଁର ମତ୍ସ୍ୟଜୀବୀ ପ୍ରଦୀପ ପଲାଇ ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲା ବେଳେ ଏହି ମାଛଟି ତାଙ୍କ ଜାଲରେ…

ଏହି ହଲିଉଡ୍‌ ଷ୍ଟାରଙ୍କ ପ୍ରେମରେ ଅନନ୍ୟା

ମୁମ୍ବାଇ : ହଲିଉଡ୍‌ ଷ୍ଟାର ତିମୋଥି ଚାଲାମେଟ୍‌ଙ୍କ ପ୍ରେମରେ ପଡ଼ିଛନ୍ତି ଅନନ୍ୟା ପାଣ୍ଡେ । ତାଙ୍କ ବେଷ୍ଟି ସନାୟା କପୁର ନିଜ ଇନ୍‌ଷ୍ଟାଗ୍ରାମ ପୋଷ୍ଟରେ ଏହା ପ୍ରଘଟ କରିଛନ୍ତି । ସନାୟା ଅନନ୍ୟାଙ୍କ ଏକ ମିରର୍‌ ସେଲ୍‌ଫି କୋଲାଜ୍‌ ପୋଷ୍ଟ କରିଛନ୍ତି, ଯେଉଁଥିରେ ଲେଖାହୋଇଛି, ମୁଁ ତିମୋଥି…