ପୁଣି ଟିକ୍ଟକ୍ ନେଲା ଜୀବନ, ବ୍ରାହ୍ମଣୀ ନଦୀରେ ବୁଡି ଯୁବକ ମୃତ
ପଟ୍ଟାମୁଣ୍ଡାଇ : ବିଭିନ୍ନ ସୋସିଆଲ୍ ମଡିଆ ଆପ୍ରେ ଭିଡିଓ ଉତ୍ତୋଳନ କରିବା ବେଳେ ଅସାବଧାନାତା ଯୋଗୁଁ ବିଭିନ୍ନ ଲୋକଙ୍କର ପ୍ରାଣ ଯାଉଛି । କେତେବେଳେ କିଏ ଗାଡିରୁ ପଡି ତ କେତେବେଳେ କିଏ ପାଣିରେ ବୁଡି ପ୍ରାଣ ହରାଉଛନ୍ତି।
ବେଳେ ବେଳେ ଏହି ଭିଡିଓ ସୁଟିଂ କରିବା ନିଶାରେ କିଏ ଛାତ କିମ୍ବା…