ବସ ଭଡ଼ା ବୃଦ୍ଧି
ଭୁବନେଶ୍ୱର () ବସ ଭଡ଼ା ବୃଦ୍ଧି ପାଇଛି । ତେଲ ଦର ବୃଦ୍ଧି ପାଇଥିବାରୁ ବସଭଡ଼ା ବୃଦ୍ଧି କରାଯାଇଛି । ଗତ ୯ ଦିନ ମଧ୍ୟରେ ଡିଜେଲ ଦର ୫ ଟଙ୍କାରୁ ଅଧିକ ବୃଦ୍ଧିପାଇଛି । ତେଲ ଦର ବୃଦ୍ଧି ବା ହ୍ରାସ ଆଧାରରେ ସ୍ୱୟଂଚାଳିତ ପଦ୍ଧତିରେ ବସଭଡ଼ା ବୃଦ୍ଧି ବା ହ୍ରାସ ପାଇବ ବୋଲି ସ୍ଥିର କରାଯାଇଛି…