Odia News Portal
Monthly Archives

June 2020

ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ ଘଟଣା , ଗିରଫ ହେଲା ଥାନା ଡ୍ରାଇଭର

କରଞ୍ଜିଆ : ଥାନା କ୍ୟାମ୍ପସରେ ଦୁଷ୍କର୍ମ ଅଭିଯୋଗ । ପୁଣି ଜଣେ ଦିବ୍ୟାଙ୍ଗ ଯୁବତୀକୁ । ଅଭିଯୋଗ ଆସିଛି ପୋଲିସ୍ ଡ୍ରାଇଭର୍ ନାଁରେ । ମୟୁରଭଞ୍ଜ ଠାକୁରମୁଣ୍ଡା ଥାନା ପରିସରରେ ଏହି ଘଟଣା ଘଟିଥିବା ଲିଖିତ ଅଭିଯୋଗ କରାଯାଇଛି । ଅଭିଯୁକ୍ତ ଜଣକ ହେଉଛି ଥାନା ଡ୍ରାଇଭର୍ । ଅଭିଯୋଗ ପାଇବା ପରେ…

କ୍ରିଷନ କୁମାରଙ୍କୁ ୧୦୪ କଲ ସେଂଟର ଓ ପୋର୍ଟାଲ ମୁଖ୍ୟ ଦାୟିତ୍ୱ

ଭୁବନେଶ୍ୱର() କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ବରିଷ୍ଠ ପ୍ରଶାସକମାନଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି । ସୁରେନ୍ଦ୍ର କୁମାରଙ୍କୁ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଯୋଗାଣର ନୋଡ଼ାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ବିଶାଲ ଦେବଙ୍କୁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର…

ପ୍ରବାସୀ ଶ୍ରମିକମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ନୂଆଦିଲ୍ଲୀ () ପ୍ରବାସୀ ଶ୍ରମିକମାନଙ୍କ ଉପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ୧୫ ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ପଠାଇଦେବାକୁ ସେ କେନ୍ଦ୍ର ଓ ରାଜ୍ୟ…

ଲକ ଡାଉନ କାରଣରୁ କେନ୍ଦ୍ର ସରକାର ବଡ ଘୋଷଣା

ନୂଆଦିଲ୍ଲୀ()   କରୋନା ମହାମାରୀ ସଙ୍କଟ ଓ ଏହାର ସଂକ୍ରମଣ ରୋକିବା ନେଇ ଜାରି ହୋଇଥିବା ଲକ ଡାଉନ କାରଣରୁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଆସନ୍ତା ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କୌଣସି ନୂଆ ଯୋଜନା ଘୋଷଣା ନନେବା ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କିନ୍ତୁ ଏହି ନୂଆ…

ସାଲିଆ ସାହି ବସ୍ତିରେ କରୋନା ପଜିଟିଭ

ଭୁବନେଶ୍ବର()   ରାଜଧାନୀର ସାଲିଆ ସାହି ବସ୍ତିରୁ କରୋନା ଆକ୍ରାନ୍ତ ଚିହ୍ନଟ । ବସ୍ତିରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୨୨ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୩ ଜଣଙ୍କ ମଧ୍ୟରୁ ଘରୋଇ ସଂଗରୋଧରେ ୭…

୭ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର()  ରାଜ୍ୟରେ ତାପମାତ୍ରା ହ୍ରାସ ପାଇବା ସହ ବହୁତ ଶୀଘ୍ର ମୌସୁମୀ ଓଡ଼ିଶା ଛୁଇଁବା ନେଇ ସୂଚନା ରହିଛି । ଏହାସହ ସ୍ଥାନେ ସ୍ଥାନେ  କାଳବୈଶାଖୀ ମଧ୍ୟ ହେଉଛି । ସେହିପରି ଆଜି ୭ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବା ନେଇ ପୂର୍ବାନୁମାନ କରାଯାଇଛି । ୭ଜିଲ୍ଳା ଗୁଡ଼ିକ ବାଲେଶ୍ୱର,…

ଜାଣନ୍ତୁ କାହିଁକି ଛେରାପହଁରା ଲାଗି ଆସିଲେନି ଗଜପତି

ଭୁବନେଶ୍ୱର() ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ ଆଜି ସମ୍ପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ଆଜି ଛେରାପହଁରା ଲାଗି…

୨୪ ଘଣ୍ଟାରେ ୨୭୩ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ()  ଅନେକ କଟକଣା ପରେ ବି ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୧୦ ହଜାର ନୂଆ ମାମଲା ସାମନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ଅପଡେଟ୍ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ…

ଜାଣନ୍ତୁ ହାତୀବେଶର ପ୍ରକୃତ ରହସ୍ୟ

ପୁରୀ () ଆଜି ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା।ଏହି ଅବସରରେ ଆସନ୍ତୁ ଜାଣିବା ହାତୀବେଶର ରହସ୍ୟ । ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି । ଏହା ପଛରେ ଏକ କିମ୍ବଦନ୍ତୀ ରହିଛି । ତାହା ହେଲା, ମହାରାଷ୍ଟ୍ରର ଏକ…

ଛେରାପହଁରା ପରେ ଗଜାନନ ରୂପେ ଭକ୍ତଙ୍କୁ ଦର୍ଶନ

ପୁରୀ ()ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା।ସ୍ନାନ ବେଦୀରେ ବିଜେ ହୋଇଛନ୍ତି ଚତୁର୍ଦ୍ଧା ମୁରତି। ବିଡ଼ମ୍ବନାର ବିଷୟ କରୋନା ମହାମାରୀ ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି।ନିର୍ଧାରିତ ସମୟ ଅନୁସାରେ ମହାପ୍ରଭୁଙ୍କ ରୀତିନୀତି ଚାଲିଛି। ଧାଡି ପହଣ୍ଡି,ମଙ୍ଗଳ…