Odia News Portal
Monthly Archives

July 2020

କଟକ ସହରରୁ ୯୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : ଆଜି କଟକ ସହରରୁ ଆଉ ୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୯୩ରୁ ୭୫ ହୋମ୍ କ୍ୱାରେଣ୍ଟିନ ରହିଥିବା ବେଳେ ୩ ଜଣ ସରକାରୀ କ୍ୱାରେଣ୍ଟିନ୍ ଓ ଅନ୍ୟ ଜଣେ ପେଡ୍ କ୍ୱାରେଣ୍ଟିନ୍‌ରେ ରହିଛନ୍ତି। ୧୪ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ବକ୍ସିବଜାର ବାସୁଳିସାହିରୁ ୨୩ କରୋନା ପଜିଟିଭ…

ମହାକାଶରୁ ମାଡ଼ି ଆସୁଛି ଆଉ ୩ଟି ବଡ଼ ସଙ୍କଟ !

ନୂଆଦିଲ୍ଲୀ: ମହାକାଶରୁ ୩ ଅବାଞ୍ଛିତ ଅତିଥି ପୃଥିବୀ ଆଡକୁ ଆସୁଛନ୍ତି । ଆଜି ଏହି ତିନୋଟି ପୃଥିବୀରୁ ଅତି ନିକଟତର ଦୂରତା ଦେଇ ଗତି କରିବେ । ସମଗ୍ର ବିଶ୍ୱର ବୈଜ୍ଞାନିକ ଏହି ୩ ସଙ୍କଟ ଉପରେ ନଜର ରଖିଛନ୍ତି । ଯାହାଦ୍ୱାରା ସେମାନଙ୍କ ଦିଗରେ ସାମାନ୍ୟ ପରିବର୍ତ୍ତନ ଆସିଲେ ଚେତାବନୀ ଜାରି କରି…

ଆସନ୍ତୁ ଜାଣିବା ରାଜଧାନୀରେ କେତେ କମିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ : ବୈଶ୍ୱିକ ବଜାରରେ ତୈଳ ଦରରେ ହ୍ରାସ ଦେଖା ଦେଇଛି । କିନ୍ତୁ ଭାରତୀୟ ବଜାରରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁ ନାହିଁ । ଅନ୍ୟପକ୍ଷେ ଦେଶରେ କୋରୋନା ଯୋଗୁଁ ସଙ୍କଟର ସ୍ଥିତି ଜାରି ରହିଛି । ଆଜି ଅର୍ଥାତ ଶୁକ୍ରବାର ଦିଲ୍ଲୀ ସମେତ ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦରରେ…

କଙ୍ଗନା ରାନାଓ୍ବତଙ୍କୁ ମୁମ୍ବାଇ ପୋଲିସ ପଠାଇଲା ସମନ୍

ମୁମ୍ବାଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନେଇ ସ୍ବଣଉତ୍ତୋଳନ କରୁଥିବା କଙ୍ଗନା ରାନାଓ୍ବତଙ୍କୁ ମୁମ୍ବାଇ ପୋଲିସର ସମନ।  ପୋଳିସ ଗତ ଗୁରୁବାର କଙ୍ଗନାଙ୍କୁ ସମନ୍ ପଠାଇଛି। କଙ୍ଗନା ଏବେ ମୁମ୍ବାଇରେ ନାହାନ୍ତି ଓ ନାହ ଏଭଳି ସ୍ଥିତିରେ ମୁମ୍ବାଇ ଆସିବାକୁ ଚାହାନ୍ତି।…

ଏହି ପୋଷ୍ଟଅଫିସର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନ କୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥିତି ଏମିତିଯେ, ଦୈନିକ ପ୍ରାୟ ୧୦୦ରୁ ଅଧିକ ନୂଆ ପଜିଟିଭ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲାର ଚିହ୍ନଟ ପଜିଟିଭଙ୍କ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ରାଜଧାନୀ ଭୁବନେଶ୍ୱରର । ସ୍ଥାନୀୟ…

ଅପହରଣ ପରେ ବଳାତ୍କାର, ବନ୍ଦ କୋଠରୀରୁ ୫ ଦିନ ପରେ ଉଦ୍ଧାର

ଆଠଗଡ଼ : ଏଭଳି ନୃସଂଶ, କାମୁକ ଅଛନ୍ତି ଦୁନିଆରେ । ଗୋଟିଏ ୧୮ ବର୍ଷର ଯୁବତୀକୁ ନିଶା ଦେଇ ଅପହରଣ କରିବା ପରେ ବାରମ୍ବାର ବଳାତ୍କାର କରିଥିଲା ଏହି ପିଶାଚ । ଜୀବନରୁ ମାରିଦେବାକୁ ଧମକ ଦେବା ସହ ବାହା ହେବ ବୋଲି କହିଥିଲା । ଗତ ୧୮ ତାରିଖରୁ ଆଠଗଡ଼ କନ୍ତୋଲ ଅଞ୍ଚଳରୁ ଅପହରଣ କରିଥିଲା । ଚୌଦ୍ୱାର…

ଆଜି ରାଜ୍ୟରେ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : ଆଜି ରାଜ୍ୟରେ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୩୦, ରାୟଗଡାରେ ୬୩, କଟକରେ ୩୫, ମାଲକାନଗିରିରେ ୩୦, ଗଜପତିରେ ୨୨, ବାଲେଶ୍ୱରରେ ୧୯, ଖୋର୍ଦ୍ଧାରେ ୧୯, ବରଗଡରେ ୧୮, ବୌଦ୍ଧରେ ୮ ସୁସ୍ଥ ହୋଇଛନ୍ତି । ଝାରସୁଗୁଡା, ଜଗତସିଂହପୁର,…

ସମ ହସ୍ପିଟାଲ ବିରୋଧରେ ଆଣିଥିବା ଅଭିଯୋଗକୁ ନେଇ ସୁରଙ୍କ ଦୁଃଖ ପ୍ରକାଶ

ଭୁବନେଶ୍ୱର() କରୋନା ମହାମାରୀକୁ ଦୃଢତାର ସହ ରାଜ୍ୟ ସରକାର ମୁକାବିଲା କରୁଛନ୍ତି । ଏଥିରେ ବିଭିନ୍ନ ଘରୋଇ ହସ୍ପିଟାଲ ମଧ୍ୟ ବେଶ ସହଯୋଗ କରୁଛନ୍ତି । ବିଶେଷ କରି ସମ ହସ୍ପିଟାଲ ପ୍ରମୁଖ ଭୂମି୍‌କା ନେଇଛି କରୋନ ମହାମାରୀ ସମୟରେ । ଭୁବନେଶ୍ୱର ୫୨୫ ଶଯ୍ୟା , କେନ୍ଦ୍ରପଡ଼ା, ୧୧୦ ଶଯ୍ୟା. ତାଳଚେର…

ଭୁବନେଶ୍ବରରୁ ଆଉ ୨୪୮ ପଜିଟିଭ, ୪୧ ଲୋକାଲ କେସ, ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ବର() ଗଞ୍ଜାମ ପରେ ଭୁବନେଶ୍ୱରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ମଧ୍ୟରେ ଆଜି ପୁଣି ୨୪୮ ଜଣ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୦୭ ଜଣ ଓ ସ୍ଥାନୀୟ ଅଞ୍ଚରୁ ୪୧ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ଭୁବନେଶ୍ୱରେ ଆଜି ଆଉ ୨୯ ଜଣ ସୁସ୍ଥ ହୋଇଛନ୍ତି । ତେବେ ରାଜଧାନୀ…

ସ୍କ୍ରିନିଂ ବଢୁଥିବାରୁ ସଂଖ୍ୟା ବଢୁଛି

ଭୁବନେଶ୍ୱର() ରାଜ୍ୟରେ କରୋନା ମହାମାରୀ ତୀବ୍ର ଭାବେ ମାଡି ଚାଲିଥିବା ବେଳେ ଏଥିରେ ବେଶି ପ୍ରଭାବିତ ହେୁଛି ଗଞ୍ଜାମ ଜିଲ୍ଲା । କରୋନା ସ୍ଥିତି ନେଇ ଗଞ୍ଜାମ ଜିଲ୍ଲାପାଳ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିି ଯେ, ‘ଗତ ସପ୍ତାହ ଅପେକ୍ଷା ଗଞ୍ଜାମରେ ପଜିଟିଭ୍ କେସ ବଢିଛି । ୨ ଶହ…