Odia News Portal
Monthly Archives

July 2020

ଗାଁର ନାଁ ରଙ୍ଗବତୀ

ଭୁବନେଶ୍ୱର() ସାରା ଓଡ଼ିଶା ସମେତ ଦେଶରେ ରଙ୍ଗବତୀ ଗୀତ ବେଶ୍‌ ଚହଳ ସୃଷ୍ଟି କରିଥିଲା । ଏହି ଗୀତର ପୁରୁଷ ଗାୟକ ହେଉଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ୍‌ । ଏହି ଗୀତ ପାଇଁ ୨୦୧୭ରେ ତାଙ୍କୁ ପଦ୍ମଶ୍ରୀ ପୁରଷ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି । ଏହାର ଗୀତିକାର ଥିଲେ…

ନିଲମ୍ବିତ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀ

ଭୁବନେଶ୍ୱର() ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡ଼ଙ୍ଗୀଙ୍କୁ ଆଜି ନିଲମ୍ବନ କରାଯାଇଛି । ଜୁଲାଇ ୯ରୁ ପିଛିଲା ଭାବେ ତାଙ୍କୁ ନିଲମ୍ବନ କରିଛି ସାଧାରଣ ପ୍ରଶାସନ ବିଭାଗ । ଏହାସହ ବିନା ଅନୁମତିରେ ଭୁବନେଶ୍ୱର ନଛାଡ଼ିବାକୁ ବିଭୁ ପ୍ରସାଦଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ ଗତ…

ଚଳିତବର୍ଷ କମିବ ସିଲାବସ୍

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । ତେଣୁ ସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ ସିଲାବସ୍ କମିବ । ଏନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା…

ଚଳିତ ବର୍ଷ ଭଙ୍ଗା ହେବନି ତିନି ରଥ

ପୁରୀ() ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱ ପୂର୍ଣ୍ଣ ବୈଠକ ବସିଥିଲା । ମହାରଣା, ଭୋଇ ସେବାୟତ ମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ର ସଦସ୍ୟ ମାନେ ଆଲୋଚନା କରିଥିଲେ । ବିଶେଷ କରି ଗତ ପରିଚାଳନା କମିଟି ଓ ଛତିଶା ନିଯୋଗ ର ମିଳିତ ବୈଠକର ନିଷ୍ପତି ଅନୁସାରେ…

ଭୁବନେଶ୍ୱରରୁ ୯୧ କରୋନା ପଜିଟିଭ, ୧୯ ଲୋକାଲ କେସ

ଭୁବନେଶ୍ୱର() ଭୁବନେଶ୍ୱରରୁ ଆଜି ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୯୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨ ଓ ସ୍ଥାନୀୟ ଅଞ୍ଚଳରୁ ୧୯ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା…

ସେରମ୍ ଇନ୍‌ଷ୍ଟିଚ୍ୟୁଟର ସିଇଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ନଭେମ୍ୱର ଉପଲବ୍ଧ ହେବ ଟିକା

ଭୁବନେଶ୍ୱର()   କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ ସେରମ୍ ଇନ୍‌ଷ୍ଟିଚ୍ୟୁଟର ସିଇଓ ଅଦର ପୁନାଓ୍ୱାଲାଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କଲ୍ ଯୋଗେ ଭ୍ୟାକ୍ସିନ୍ ପ୍ରସ୍ତୁତିର…

୭୫ ବର୍ଷରେ ପାଦ ଦେଲା ଏନସି କଲେଜ

ଯାଜପୁର() ୧୯୪୬ ମସିହାରୁ  ପ୍ରତିଷ୍ଠିତ ଯାଜପୁର ଜିଲ୍ଲା ଏନସି ସ୍ୱୟଂ ଶାସିତ କଲେଜ ଆଜି ୭୫ ବର୍ଷରେ ପାଦ ଦେଇଛି । ଏହି କେଲଜ ୭୫ ବର୍ଷ ମଧ୍ୟରେ ରାଜ୍ୟର ବହୁ ଶିକ୍ଷାବିତ ପ୍ରଶାସକ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ସୃଷ୍ଟି କରି ସଗୌଉରବେ ମୁଣ୍ଡ ଟେକି ଠିଆ ହୋଇଛି । ଏହି କଲେଜରେ ଦୀର୍ଘ ୫ ବର୍ଷକାଳ…

ରାୟଗଡା ଜିଲ୍ଲା ସପ୍ତାହେ ସଟ୍ ଡାଉନ୍

ରାୟଗଡା()   ସପ୍ତାହେ ପାଇଁ ରାୟଗଡା ଜିଲ୍ଲା ସଟ୍ ଡାଉନ୍ । ଆଉ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସଟ୍ ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତାକାଲିଠାରୁ ଏହି ସଟ୍ ଡାଉନ୍ କାର୍ଯ୍ୟକାରୀ ହେବ । ସଟ୍ ଡାଉନ୍ ନିୟମ ମାନିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।୯୬ ଚିହ୍ନଟଙ୍କୁ…

ଶପଥ ନେଲେ ୪ ଓଡିଆ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ() ରାଜ୍ୟସଭାକୁ ନିର୍ବାଚିତ ଓଡିଶାର ୪ ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଶପଥ ଗ୍ରହଣ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଏହି ନୂଆ ରାଜ୍ୟସଭା ସାଂସଦ ମାନଙ୍କର ଶପଥ ଗ୍ରହଣ ବିଳମ୍ବିତ ହୋଇଥିଲା । ଶେଷରେ ଆଜି ଏହି ନୂତନ ସାଂସଦମାନେ ଦିଲ୍ଲୀଠାରେ ଶାପଥ ଗ୍ରହଣ କରିଛନ୍ତି ।…

ଆଉ ୫ ମୁଣ୍ଡ ନେଲା କରୋନା, ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର () ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ  ୧୦୭୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…