Odia News Portal
Monthly Archives

July 2020

କରୋନାରୁ ସୁସ୍ଥ ହେଲେ ୯୫ବର୍ଷ ବୟସ୍କ ବୃଦ୍ଧ, ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର() କରୋନାକୁ ହରାଇଲେ ୯୫ ବର୍ଷ ବୟସ୍କ ବୃଦ୍ଧ । କରୋନାରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି ୯୫ ବର୍ଷ ବୟସ୍କ ବୃଦ୍ଧ ଉଦୟନାଥ ବିଶୋୟୀ । ବୃଦ୍ଧ ଜଣଙ୍କ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ୍ ଚାକୁଣ୍ଡା ଗାଁର ବୃଦ୍ଧ ଉଦୟନାଥ ବିଶୋୟୀ । କରୋନା ଆକ୍ରାନ୍ତ ହେବା ପରେ ଉଦୟନାଥ ଟାଟା କୋଭିଡ୍…

ବଦଳିଲା ସଟଡାଉନ ନିୟମ

ସଟଡାଉନ ନିୟମରେ ସଂଶୋଧନ କରାଯାଇଛି । ନବରଙ୍ଗପୁର ଜିଲ୍ଲାରେ ସଟଡାଉନ ନିୟମରେ ସଂଶୋଧନ କରାଯାଇଛି ।ତଦନୁଯାୟୀ ଏଟିଏମ ଓ ବ୍ୟାଙ୍କ ସକାଳ ୮ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ । ଗ୍ରୋସରୀ ଓ କ୍ଷୀର ଦୋକାନ ସକାଳ ୬ରୁ ଦିନ ୧ଟା ଯାଏଁ ଖୋଲିବ । ପରିବା ଓ ଫଳ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ…

ମତେ ଅଯଥା ବଦନାମ୍‌ କରନି

ଭୁବନେଶ୍ୱର() ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲରା ଦୁଇ ସପ୍ତାହରୁ ଅଧିକ ଦିନ ବିତିଗଲାଣି । କିନ୍ତୁ ହତ୍ୟା ନା ଆତ୍ମହତ୍ୟା , ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଡେଥ୍‌ ମିଷ୍ଟ୍ରି ଘଟଣାରେ ପୁଣି ମୁହଁ ଖୋଲିଛନ୍ତି ସ୍ତ୍ରୀ ବିଦ୍ୟାଶ୍ରୀ । ଜବତ ଡାଏରୀର ସୁଇସାଇଡ୍‌ ନୋଟ୍‌ରେ ଶେଷ ୨…

ଏନ-୯୫ ମାସ୍କ ବ୍ୟବହାର ନକରିବା ପାଇଁ ଚେତାବନୀ

ଭୁବନେଶ୍ବର() ଏନ-୯୫ ମାସ୍କ ବ୍ୟବହାର ନ କରିବା ପାଇଁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି । ଏ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକୁ ଚିଠି ଲେଖିଛନ୍ତି । ଏଥିରେ କୁହାଯାଇଛି ଯେ, ଏହା ଜୀବାଣୁ ବିସ୍ତାରକୁ ରୋକିପାରିବ ନାହିଁ ଓ ଏହାର ଧାରଣ ପାଇଁ ଗ୍ରହଣ…

କରୋନା ନେଲା ଆଉ ୬ ମୁଣ୍ଡ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଲା

ଭୁବନେଶ୍ବର()  ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୦ ଟପିଲା । ଆଜି ରାଜ୍ୟରେ ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ କରୋନା ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

ଆଉ ୬୪୭ କରୋନା ପଜିଟିଭ୍, ୨୧୬ ଲୋକାଲ କେସ, ଜାଣନ୍ତୁ ପୁରା ତଥ୍ୟ

ଭୁବନେଶ୍ବର() ଆଜି ୬୪୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୧୬ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୭୫୭ ରେ ପହଞ୍ଚିଛି । ଏନେଇ ରାଜ୍ୟ…

ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‌ ପ୍ରିୟବ୍ରତଙ୍କ ପରଲୋକ

ଭୁବନେଶ୍ବର : ଅବସରପ୍ରାପ୍ତ ବରିଷ୍ଠ ଆଇଏଏସ୍‌ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିୟବ୍ରତଙ୍କ ପରଲୋକ ହୋଇଥିବା ନେଇ ତାଙ୍କର ସଂପର୍କୀୟ ଭାଇ ସିଦ୍ଧାର୍ଥ ମହାନ୍ତି ସୂଚନା ଦେଇଛନ୍ତି। ଦୀର୍ଘ ଦିନ ଧରି ପ୍ରିୟବ୍ରତ ପଟ୍ଟନାୟକ ଅସୁସ୍ଥ ଥିଲେ। ଆଜି ସକାଳ…

ଯୁବନେତାଙ୍କ ରାଜନୈତିକ ଭବିଷ୍ୟତକୁ ଅନ୍ଧାର କରିଦେଲାଣି କରୋନା

ଭୁବନେଶ୍ୱର : ରାଜ୍ୟର ଅନେକ ଯୁବନେତାଙ୍କ ରାଜନୈତିକ ଭବିଷ୍ୟତକୁ ଏବେ କରୋନା ଅନ୍ଧକାର ଭିତରକୁ ଠେଲିବାରେ ଲାଗିଛିା  ଏମାନଙ୍କ ଉପରେ ଜନସାଧାରଣ ଅଧିକରୁ ଅଧିକ ଭରସା କରୁଥିବାବେଳେ ଯୁବନେତାମାନେ କିନ୍ତୁ କରୋନା ଭୟରେ ଘରୁ ଗୋଡ କାଢୁ ନାହାନ୍ତି । ରାଜ୍ୟର ପ୍ରାୟ ସମସ୍ତ ରାଜନୈତିକଦଳରେ ଏହି…

ପରଲୋକରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ

ମଧ୍ୟପ୍ରଦେଶ : ପରଲୋକରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍‌ଜୀ ଟଣ୍ଡନ। ୮୫ ବର୍ଷ ବୟସରେ ଲକ୍ଷ୍ନୌରେ ତାଙ୍କର ପରଲୋକ ହୋଇଥିବା ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ତାଙ୍କ ପୁଅ ଆଶୁତୋଷ ଟଣ୍ଡନ। ତେବେ କିଛି ଦିନ ହେବ ସେ  ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଏନେଇ ଲାଲ୍‌ଜୀଙ୍କୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶନିଙ୍କ ଦୃଷ୍ଟିରେ ରବି ଓ ଚନ୍ଦ୍ର ରହିଥିବାରୁ ନିଜର ଅନ୍ୟମନସ୍କ ଓ ଭୁଲ୍‌ ବୁଝାମଣା ଯୋଗୁ ପାରିବାରିକ ଶାନ୍ତି ନଷ୍ଟ ହୋଇପାରେ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ କିନ୍ତୁ କିଛିଟା ପ୍ରତିରୋଧର ସାମ୍‌ନା କରିବକୁ ପଡ଼ିବ। ସ୍ଥଗିତ କାମ ପାଇଁ ଉପରିସ୍ଥ ଅଧିକାରୀଙ୍କୁ…