ବାବା ଅମରନାଥଙ୍କ ଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ବାବା ଅମରନାଥଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀ ସିଂହ ମନ୍ଦିର ପରିସରରେ ପ୍ରାୟ ଏକ ଘଣ୍ଟା ସମୟ ବିତାଇଥିଲେ। ଅମରନାଥ ଗୁମ୍ଫାକୁ ହିନ୍ଦୁ ଧର୍ମର ପବିତ୍ର ଧର୍ମସ୍ଥଳ ବୋଲି ବିବେଚନା କରାଯାଏ।
ଏଣୁ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ…