Odia News Portal
Monthly Archives

July 2020

ଲକଡାଉନ ସମୟରେ ବନ୍ଦ ରହିବ ସିଟି ବସ୍ ସେବା

ଭୁବନେଶ୍ୱର() ଲକଡାଉନ ସମୟରେ ବନ୍ଦ ରହିବ ସିଟି ବସ୍ ସେବା । ଜୁଲାଇ ୩୧ ଯାଏଁ ସିଟି ବସ୍ ବନ୍ଦ ରହିବ ବୋଲି ଜଣାପଡିଛି । କେବଳ ବିମାନ ଓ ଟ୍ରେନ୍ ଯାତ୍ରୀଙ୍କ ପାଇଁ ଯାତାୟତ ସୁବିଧା ରହିବ । ଅନ୍ୟପଟେ ଆଜିଠାରୁ ୪ ଜିଲ୍ଲା ସହ ରାଉଲକେଲାରେ ଲକଡାଉନ୍ କଟକଣା ଲାଗୁ ହୋଇଥିବାରୁ ଘରୋଇ ବସ୍…

ଘରୋଇ ଡାକ୍ତରଖାନା ପାଇଁ ଗାଇଡ଼ଲାଇନ

ଭୁବନେଶ୍ବର() ଘରୋଇ ଡାକ୍ତରଖାନା  ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି । ଗାଇଡ଼ଲାଇନ ଅନୁସାରେ ସମସ୍ତ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରହିବ । ଏହାସହ ମାସ୍କ ପିନ୍ଧିବା ଓ ହାତ ଧୋଇବାର ଉତ୍ତମ ବ୍ୟବସ୍ଥା କରାଯିବ । ରକ୍ତଚାପ ଯାଞ୍ଚ ମେସିନ,…

ଭୁବନେଶ୍ୱରରୁ ଆଜି ସର୍ବାଧିକ ୧୨୪ ପଜିଟିଭ, ୫୨ ଲୋକାଲ କେସ

ଭୁବନେଶ୍ୱର() ଭୁବନେଶ୍ୱେରେ କରୋନାର ସ୍ଥିତି ଭୟଙ୍କର ହେବାରେ ଲାଗିଲାଣି । ଗୋଟିଏ ଦିନରେ ଭୁବନେଶ୍ୱରରୁ ଆଜି ସର୍ବାଧିକ ୧୨୪ ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୭୨ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ…

ପୂର୍ବ ଲକଡାଉନ ଅପେକ୍ଷା ଏଥରର ଲକଡାଉନ କଡ଼ାକଡ଼ି ହେବ

ଭୁବନେଶ୍ୱର() ପୋଲିସ ସେବା ଭବନରେ ପୋଲିସ କମିସନର ସୁଧାଂଣୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ ଲକଡାଉନ ସମ୍ପର୍କରେ ବୁଝାଇ କହିଛନ୍ତି । ରାଜ୍ୟରେ ସ୍ୱାଭାବିକ ସ୍ଥିତି ଫେରିନାହିଁ । ତେଣୁ ପୂର୍ବ ଲକଡାଉନ ଅପେକ୍ଷା ଏଥରର ଲକଡାଉନ କଡ଼ାକଡ଼ି ହେବ । କେବଳ ପରିବା ଓ ତେଜରାତି…

ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ପରିବାରକୁ ଭତ୍ତା

ଭୁବନେଶ୍ୱର() କୋଭିଡ ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ  ପରିବାର ପାଇଁ  ଶୁକ୍ରବାର ରାଜ୍ୟ ସରକାର ନୂଆ ଘୋଷଣା କରିଛନ୍ତି । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ନିଦେ୍ର୍ଧଶନାମା ଜାରି କରିଛନ୍ତି । ତେବେ କ’ଣ ଘୋଷଣା କରାଯାଇଛି  ସେ ସମ୍ପର୍କରେ ଜାଣନ୍ତୁ: ୧- ଡୁ୍ୟଟିରେ ଥାଇ…

ଏଏସଆଇଙ୍କୁ କରୋନା, ୨୫ ଜଣ କର୍ମଚାରୀ ହୋମ କ୍ୱାରେଣ୍ଟାଇନରେ

ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି । ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି ।  ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ…

ଓଡ଼ିଶାକୁ ଆସିବ ଆଉ ୨ଲକ୍ଷ ଆଣ୍ଟିଜେନ ଟେଷ୍ଟିଂ କିଟ୍

ଭୁବନେଶ୍ୱ() କରୋନା ମୁକାବିଲା ପାଇଁ ଆଗାମୀ ୧୪ଦିନ ଅତ୍ୟନ୍ତ ଗରୁତ୍ୱପୂର୍ଣ୍ଣ । ମୁକାବିଲା ନେଇ ଟେଷ୍ଟିଂ, ଟ୍ରେସିଂ ଓ ଟ୍ୱିଟମେଣ୍ଟକୁ ଗୁରୁତ୍ୱ ଦିଆଯିବ । ଏନେଇ ଓଡ଼ିଶାକୁ ଆଉ ୨ଲକ୍ଷ ଆଣ୍ଟିଜେନ ଟେଷ୍ଟିଂ କିଟ୍ ଆସିବ । ଏହାସହ ଦିନକୁ ୧୦ହଜାର ନମୁନା ପରୀକ୍ଷା କରାଯିବ । ଆଣ୍ଟିଜେନ ୩ହଜାର ଓ…

ଫିଟନେସ ନଥିଲେ ଅବସର !

ଭୁବନେଶ୍ୱର() ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ମୁକାବିଲା କ୍ଷେତ୍ରରେ ବହୁ କରୋନା ଯୋଦ୍ଧାଙ୍କ ମଧ୍ୟରେ ପୁଲିସ ବି ଅନ୍ୟତମ । ତେବେ ଏହାରି ଭିତରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପୁଲିସ କର୍ମଚାରୀଙ୍କୁ ଫିଟନେସ ଟାର୍ଗେଟ…

ବିଧାୟକଙ୍କ କ୍ୱାର୍ଟର୍ସରୁ ନାଗ ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଘରୁ ଏକ ନାଗ ସାପ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ୩ ଫୁଟର ନାଗ ସାପଟି ବିଧାୟକ ଶ୍ରୀ ଜେନାଙ୍କ ୟୁନିଟ୍‌-୧ ସ୍ଥିତ ସରକାରୀ ବାସଭବନ ପୋର୍ଟିକୋର ପିଲର ଖୁଣ୍ଟି ନିକଟରେ ଥିବା ଆଳଙ୍କାରିକ ଗଛ କୁଣ୍ଡ ତଳେ ଲୁଚି ରହିଥିଲା ।…

ଆଉ ୪ ମୁଣ୍ଡ ନେଲା କରୋନା, ଜାଣନ୍ତୁ ମୃତକଙ୍କ ସମ୍ପୁର୍ଣ୍ଣ ତଥ୍ୟ

ଭୁବନେଶ୍ୱର() ଆଜି ରାଜ୍ୟରେ ସର୍ବାଧିକ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ମଧ୍ୟ ଘଟିଛି । ମୃତ୍ୟୁ ହୋଇଥିବା ୪ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ଦୁଇ ଜଣ, ଅନୁଗୁଳରୁ ଜଣେ ଓ ଗଜପତିରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଗଞ୍ଜାମରେ…