ଭିକ୍ଷାମାଗି, ଯୋତା ପଲିସ କରି ଯୁବ କଂଗ୍ରେସ କଲା ପ୍ରତିବାଦ
ଭୁବନେଶ୍ୱର () ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଦୁଇବର୍ଷ ସରକାରୀ ନିଯୁକ୍ତି କାଟ୍ ପ୍ରତିବାଦରେ ଏକ ଅଭିନବ ଉପାୟରେ ଭିକ୍ଷାମାଗି, ଯୋତାପଲିସ୍ କରି କୋଭିଡ-୧୯ ନିୟମକୁ ମାନି ପ୍ରତିବାଦ କରିଛି ଓଡ଼ିଶା ପ୍ରଦେଶ ଯୁବ…