ତ୍ରୀନାଥ ବସ୍ତି ଉନ୍ନୟନ ପରିଷଦ ପକ୍ଷରୁ ସାହିରେ କରୋନା ସଚେତନତା କାର୍ଯ୍ୟକ୍ରମ
ଭୁବନେଶ୍ବର : ୱାର୍ଡ ନଂ -୧୧ ଅନ୍ତର୍ଗତ ତ୍ରୀନାଥ ବସ୍ତି ଉନ୍ନୟନ ପରିଷଦ କମିଟି ପକ୍ଷରୁ ସହି ମଦ୍ୟରେ ଏକ କରୋନା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ବି ଏମ୍ ସି ପ୍ରଣୀତ ୫ଟି ହଟସ୍ପଟ ଜିଲ୍ଲାରୁ କେହି ଆସିଲେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ଅନୁରୋଧ କରିଥିଲେ ।
ଏହାସହ କାହାକୁ…