କ୍ୱାଣ୍ଟିକୋ ପରେ ଏବେ ଏହି ୱେବସିରିଜରେ ନଜର ଆସିବେ ଦେଶୀ ଗାର୍ଲ
ଦେଶୀ ଗାର୍ଲ ଭାବେ ଜଣାଶୁଣା ବଲିଉଡ ଅଭିତ୍ରେୀ ପ୍ରିୟଙ୍କା ଚୋପ୍ରା। ବଲିଉଡ ଠାରୁ କିଛିଦିନ ହେଲା ଦୂରେଇ ଥିବା ପ୍ରିୟଙ୍କା ଏବେ ଇଣ୍ଟରନ୍ୟାସନାଲ ପ୍ଲାଟଫର୍ମରେ ନିଜର ସ୍ଥାନ ବଜାୟ ରଖିବା ପାଇଁ ସବୁବେଳେ କିଛି ନା କିଛି କରନ୍ତି। ଏବିସି ଷ୍ଟୁଡିଓ ସିରିଜ କ୍ୱାଣ୍ଟିକୋର ତୃତୀୟ ସିଜିନ ଶେଷ ହେବା…