Odia News Portal
Monthly Archives

July 2020

୧୦ ଦିନ ପାଇଁ ଲକ୍‌ଡାଉନ୍ ହେଲା କନ୍ଧମାଳ ଜିଲ୍ଲା

କନ୍ଧମାଳ : ଦିନକୁଦିନ କରାନା ପଜିଟିଭଙ୍କ ସଂଖ୍ୟା ବଢୁଥିବାରୁ ୧୦ ଦିନ ପାଇଁ କନ୍ଧମାଳ ଜିଲ୍ଲାରେ ଲକ୍‌ଡାଉନ୍‌ । ଆସନ୍ତାକାଲି ଠାରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ଜିଲ୍ଲାପାଳ ଡି. ବୃନ୍ଦା । ତେବେ ୭ଟାରୁ ଦିନ ଗୋଟାଏ ଯାଏ ପନିପରିବା, ଫଳ, କ୍ଷୀର ଓ ତେଜରାତି…

ଅନଲାଇନ କ୍ଲାସ ସମୟରେ ଫାଟିଲା ମୋବାଇଲ

ପୁରୀ : ଅନଲାଇନ କ୍ଲାସ ବେଳେ ଫାଟିଲା ମୋବାଇଲ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ‌ । ମିଳିଥିବା ସୂଚନା ଅନୁଯାୟୀ ଏହି ଛାତ୍ରୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଆଦର୍ଶନଗର ଅଂଚଳର ସପ୍ତମ ଶ୍ରେଣୀ ଛାତ୍ରୀ ରୁପ୍ସା ପଲାଇ । କରୋନା ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବର୍ତ୍ତମାନ…

ଭୁବନେଶ୍ୱରରୁ ୨୧୫ ପଜିଟିଭ, ୬୫ ଲୋକାଲ କେସ

ଭୁବନେଶ୍ୱର() ଆଜି ଭୁବନେଶ୍ୱରରେ ୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୨୧୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୦ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ…

ଭୁବନେଶ୍ୱରରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ରାଜ୍ୟରେ ଆରମ୍ଭ ହେଲା ଦ୍ବିତୀୟ ପ୍ଲାଜମା ବ୍ୟାଙ୍କ । କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ଲାଜମା ବ୍ୟାଙ୍କକୁ ଉଦଘାଟନ କରିଛନ୍ତି । ଆସନ୍ତାକାଲି ଆଇଜିଏଚ ରାଉଲକେଲାରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ହେବ । ସପ୍ତାହକ ମଧ୍ୟରେ ଏମକେସିଜି ଓ ଭିମସାର…

ବଜ୍ରପାତ୍ରରେ ୩ ଜଣ ମହିଳାଙ୍କ ମୃତ୍ୟୁ

ବଲାଙ୍ଗିର()  ବ୍ରଜପାତ୍ରରେ ୩ ଜଣଙ୍କ  ମୃତ୍ୟୁ ହୋଇଛି । ମୃତକ ସମସ୍ତେ ମହିଳା ବୋଲି ଜଣାଯାଇଛି ।  ସେମାନଙ୍କ  ମଧ୍ୟରୁ ଜଣେ ଘଟଣାସ୍ଥଳରେ  ମୃତ୍ୟୁବରଣ କରିଥିବାବେଳେ ବାକି ୨ ଜଣଙ୍କ ମେଡିକାଲରେ  ମୃତ୍ୟୁ ହୋଇଛି ।  ବଲାଙ୍ଗିର ଜିଲ୍ଲା ବଡ଼ତେଲେନପାଲ୍ଲୀରେ ଏଭଳି ଅଭାବନୀୟ ଘଟଣା ଘଟିଛି । …

କଟକ ସହରରୁ ଆଉ ୪୧ ପଜିଟିଭ

କଟକ () ଆଜି କଟକ ସହରରେ ପୁଣି ୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ତନ୍ମଧ୍ୟରୁ ୩୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୨ ଜଣ ଲୋକାଲ କଣ୍ଟାକ୍ଟ କେସ ବୋଲି ଜଣାଯାଇଛି ।  ଆଜି ଦିୱାନ ବଜାରରୁ ଆଉ ୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସେହିପରି ଶଙ୍କରପୁରରୁ ୩, ସେକ ବଜାରରୁ…

ପଳାଶୁଣି ଦୁର୍ଗା ପୂଜା ମଣ୍ଡପରେ ରକ୍ତଦାନ ଶିବିର

ଭୁବନେଶ୍ଵର : ଆଜି ପଳାଶୁଣି ଦୁର୍ଗା ପୂଜା ମଣ୍ଡପରେ ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଓ କମିଶନରେଟ ପୋଲିସ ସହଭାଗିତାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର କୁ କମିଶନରେଟ ପୋଲିସ ଏସିପି, ତଥା ରେଡକ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ ସମ୍ପାଦକ…

ଆସନ୍ତାକାଲିଠାରୁ ଆରମ୍ଭ ହେବ ରଥଖୋଲା କାର୍ଯ୍ୟ

ପୁରୀ() ଚଳିତବର୍ଷ ୩ ରଥର ସଂରକ୍ଷଣ ପାଇଁ ପୁରୀରେ ଆସନ୍ତକାଲିଠାରୁ ରଥଖୋଲା କାର୍ଯ୍ୟ ଆରମ୍ଭ ହେବ । ସେବକ ଓ ପରିଚାଳନା କମିଟି ସଦସ୍ୟଙ୍କ ତତ୍ତ୍ୱାବଧାନରେ ଏହି କାମ ହେବ । ମାସେ ଧରି ରଥଖୋଲା ଚାଲିବା ସହ ସ୍ଥାନାନ୍ତରଣ ଓ ରଥଯୋଡ଼ା କାମ ମଧ୍ୟ ହେବ । ରଥକୁ ନଭାଙ୍ଗି ସୁରକ୍ଷିତ ଭାବେ ଭୋଇ ସେବକ…

ଅଭିଯୋଗ ବୁଝିବା ଲାଗି ଡିଜିପିଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର()  କରୋନା ସମୟରେ ଲୋକଙ୍କ ଅଭିଯୋଗ ବୁଝିବାକୁ  ଡିଜିପି ଅଭୟ ନୂଆ ଗାଇଡଲାଇନ ଜାରି କରିଛନ୍ତି ।  କେଉଁଭଳି  ଲୋକଙ୍କ ଅଭିଯୋଗ ବୁଝିବେ ନେଇ ପୁଲିସ ଡିଜି ଗାଇଡଲାଇନ ଜାରି କରିଛନ୍ତି । ସମ୍ପୃକ୍ତ ଗାଇଡଲାଇନଗୁଡ଼ିକ  ହେଲା: ୧- ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୁଲିସ…

୪ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ରାଜ୍ୟର ୪ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହି ୪ ଜିଲ୍ଲା ଯଥା ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଓ ଅନୁଗୁଳ। ସେହିପରି ଉତ୍ତର ଉପକୂଳ ଓଡ଼ିଶା ସମେତ ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଧା, ବଲାଙ୍ଗୀର, ଅନୁଗୁଳ, ସୋନପୁର, ଢେଙ୍କାନାଳ, କେନ୍ଦୁଝର ଓ…