Odia News Portal
Monthly Archives

August 2020

କୋମାରେ ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ () ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟରେ ସୁଧାର ହୋଇନି। ଅପରପକ୍ଷେ ସେ ଗଭୀର କୋମାକୁ ଚାଲିଯାଇଥିବା ଦିଲ୍ଲୀ କ୍ୟାଣ୍ଟନମେଣ୍ଟସ୍ଥିତ ଆର୍ମି ରିସର୍ଚ୍ଚ ଏଣ୍ଡ ରେଫରାଲ ହସ୍ପିଟାଲ ପକ୍ଷରୁ ବୁଧବାର ଜାରି ମେଡିକାଲ ବୁଲେଟିନରେ କୁହାଯାଇଛି। ମୁଖାର୍ଜୀ କୋଭିଡ…

ରିଲିଜ ହେଲା ‘London Confidential’ ର ଟିଜର

ନୂଆଦିଲ୍ଲୀ : କଣ୍ଟେଣ୍ଟ ନିର୍ମାତା ଜି୫ ଲଗାତର ଅରିଜିନାଲ୍ ଫିଲ୍ମ ଓ ସିରିଜ ରିଲିଜ କରି ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ ପ୍ରଦାନ କରୁଛି । ଏବେ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଦ୍ୱାରା ନିକଟରେ ‘ଲଣ୍ଡନ କନଫେନ୍ସିଡିଆଲ୍’ (London Confidential)  ଘୋଷଣା କରାଯାଇଛି । ଏହାର ଟିଜର ମଧ୍ୟ…

ଧଳା ସୂତା ପରି ଶରୀରର ବିରଳ ପ୍ରଜାତି କୀଟ ଉଦ୍ଧାର

ଯାଜପୁର : ଶରୀରଟି  ଧଳା, ସୂତା ପରି ପତଳା  ଓ ଲମ୍ବର ଏହି ଜୀବଟିକୁ ସ୍ଥିର ହୋଇ ନଦେଖିଲେ  କେହି କହିପାରିବେ ନାହିଁ ଯେ ଏହା ଏକ କୀଟ ବୋଲି।  ଶରୀରର  ଆକୃତି ଏଭଳି ହୋଇଛି ଯାହାକୁ ଦେଖିଲେ ସାଧାରଣ  ଜିଆ କିମ୍ବା ସେହି ପ୍ରଜାତିର କିଛି ଜୀବ ଭଳି ଲାଗିବ। କିନ୍ତୁ ବାସ୍ତବରେ ଏହା ଏକ କୀଟ…

ଭୁବନେଶ୍ୱରରୁ ଆଉ ୩୩୦ ପଜିଟିଭ, ୧୯୧ ଲୋକାଲ କେସ

ଭୁବନେଶ୍ୱର() ଆଜି  ଭୁବନେଶ୍ୱରରୁ ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ଚିହ୍ନଟ ହୋଇଥିବା ୩୩୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୯ ଓ ସ୍ଥାନୀୟ ଅଞ୍ଚଳରୁ ୧୯୧ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା…

ମା ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର : ମା ଖଣ୍ଡୁଆଳି ଉଠା ବ୍ୟବସାୟୀ ସଂଘ ଓ ଭୁବେଶ୍ଵର ମହାନଗର ନିଗମ ମିଳିତ ଉଦ୍ୟମରେ ଶହୀଦନଗର କଲ୍ୟାଣ ମଣ୍ଡପରେ ଏକ ରକ୍ତଦାନ ଶିବିର ଅନଷ୍ଠିତ ହୋଇ ୩୧ ୟୁନିଟ ରକ୍ତ ଭୁନେଶ୍ଵର ମହାନଗର ନିଗମ ବ୍ଲଡ଼ ବ୍ୟାଙ୍କ ଦ୍ୱାରା ସଂଗୃହୀତ କରାଯଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ନିଖିଳ…

ହତ୍ୟା ସନ୍ଦେହ କଲା AIIMS

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ବଡ଼ ଖୁଲାସା ହୋଇଛି। ଦିଲ୍ଲୀସ୍ଥିତ ଏମ୍‌ସରେ ଫରେନ୍ସିକ୍‌ ଯାଞ୍ଚ ଟିମ୍‌ର ମୁଖ୍ୟ ଡାକ୍ତର ସୁଧୀର ଗୁପ୍ତା କହିଛନ୍ତି ସୁଶାନ୍ତ ସିଂହ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ବହୁତ ଜିନିଷ ଅଧା ଅଛି। ଏବେ ହତ୍ୟା ଆଙ୍ଗେଲରୁ ତଦନ୍ତ…

ଜାତୀୟସ୍ତରରେ ମୀରାଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ() ଦେଶରେ କିନ୍ନରମାନଙ୍କ ଉନ୍ନତି ଓ କଲ୍ୟାଣ ପାଇଁ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ଜାତୀୟ ପରିଷଦର ପୂର୍ବ ଜୋନର ସଦସ୍ୟ ରୂପେ ମୀରା ପରିଡ଼ାଙ୍କୁ ମନୋନୀତ କରାଯାଇଛି । ପରିଷଦର ୫ଟି ଜୋନ ପାଇଁ କିନ୍ନର ଗୋଷ୍ଠୀର ସଦସ୍ୟ ମନୋନୀତ କରାଯାଇଛି । ମନୋନୀତ…

ଯାଜପୁର ଓ ଭଦ୍ରକରେ ବନ୍ୟା ଆଶଙ୍କା

ଭୁବନେଶ୍ୱର() ଲଗାଣ ବର୍ଷାରେ ବେହାଲ ଉପକୂଳ ଓ ଉତ୍ତର ଓଡ଼ିଶା ।  ଯାଜପୁର ଓ ଭଦ୍ରକର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି ।  ଆସନ୍ତାକାଲି ସକାଳ ସୁଦ୍ଧା ବୈତରଣୀ ନଦୀ ବନ୍ୟା ସୃଷ୍ଟି କରିପାରେ । ତେବେ ଲଗାଣ ବର୍ଷାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇ…

୪ ଦିନ ସଟଡାଉନ ଘୋଷଣା

ଦିନକୁ ଦିନକୁ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଦିନ ପାଇଁ ସମଗ୍ର ଢେଙ୍କାନାଳ ମୁ୍ୟନିସିପାଲିଟି ଅଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି । ଆସନ୍ତା ୨୭ ଓ ୨୮ ତାରିଖରେ ମୁ୍ୟନିସିପାଲିଟି ଅଞ୍ଚଳ ସଟଡାଉନ ରହିବ । ମୁ୍ୟନିସିପାଲିଟି ଅଞ୍ଚଳର ୨୩ଟି…

ଲଣ୍ଡନରେ ନିର୍ମାଣ ହେବ ଭବ୍ୟ ଜଗନ୍ନାଥ ମନ୍ଦିର, ଖର୍ଚ୍ଚ ହେବ ପ୍ରାୟ ୪୦ କୋଟି ଟଙ୍କା

ନୂଆଦିଲ୍ଲୀ : ସୂଦୁର ଲଣ୍ଡନରେ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭବ୍ୟ ମନ୍ଦିର। ବିଶ୍ୱନିୟନ୍ତାଙ୍କ ମାୟାରେ ବନ୍ଧା ସମଗ୍ର ବିଶ୍ୱ। ସମଗ୍ର ବିଶ୍ୱରେ ମହାପ୍ରଭୁଙ୍କ ଭକ୍ତ ରହିଛନ୍ତି। ସମଗ୍ର ବିଶ୍ୱରେ ଛୋଟବଡ଼ ମନ୍ଦିର ପ୍ରତିଷ୍ଠା କରି ଭଗବାନଙ୍କ ପୂଜା କରିଆସୁଛନ୍ତି। ତେବେ ଏହି କ୍ରମରେ…