ବିପୁଳ ପରିମାଣର କଫ୍ ସିରଫ ଜବତ
ସମ୍ବଲପୁର : ସମ୍ବଲପୁର ଟାଉନ ପୋଲିସ ଦ୍ବାରା ବିପୁଳ ପରିମାଣର କଫ୍ ସିରଫ ଜବତ । ଟାଉନଥାନା ପୋଲିସ ସମ୍ବଲପୁର ସମେତ ବରଗଡର ଅତାବିରା ଅଂଚଳରେ ଚଢାଉ କରି ବିପୁଳ କଫ୍ ସିରଫ ଜବତ କରିବା ସହ ଜଣେ ଯୁବତୀ ସମେତ ୪ ଜଣଙ୍କୁ ଗିରଫ କରିଛି ଏବଂ ୨ଟି କାର୍ ମଧ୍ୟ ଜବତ କରିଛି । ଏହି ଆନ୍ତଃ ଜିଲ୍ଲା କଫ୍…