ଆନ୍ତର୍ଜାତିକ ମାଗାଜିନରେ ଝଲସିଲା “ଓଡ଼ିଶା କୃଷି ଭବନ”
ଭୁବନେଶ୍ୱର : ଡିଜିନ୍ ଆୱାର୍ଡ-୨୦୨୦ ଦୌଡ଼ରେ ଓଡ଼ିଶାର କୃଷି ଭବନ। ବିଶ୍ୱ ସ୍ଥପତି କ୍ଷେତ୍ରରେ ଡିଜିନ୍ ଆୱାର୍ଡ ଏକ ପ୍ରତିଷ୍ଠିତ ପୁରସ୍କାର। ଏହି ପୁରସ୍କାର ଦୌଡ଼ରେ ସାମିଲ ହେବାରେ ଓଡ଼ିଶାର ପ୍ରଥମ ଭବନ ହେଉଛି କୃଷି ଭବନ। ଏ ଖବରରେ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…