ବୋଲ ମାନୁନାହାଁନ୍ତି ମାଫିଆ : ପୁଣି ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ
ମୋହନା : ଲାଗୁଛି ଯେମିତି ଗଞ୍ଜେଇ ଚାଷ ଏନ୍ତୁଡ଼ିଶାଳ ପାଲଟିଛି ଗଜପତି ଜ଼ିଲ୍ଲା । ଦିନକୁ ଦିନ ଜିଲ୍ଲାରେ ଗଞ୍ଜେଇ କାରବାର ବଢ଼ି ଚାଲିଛି। କିଛି ଦିନ ତଳେ ଆର.ଉଦୟଗିରି ପୋଲିସ କାନକଟା ନାକାଗେଟ ଠାରୁ ୧୨ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେଥି ମଧ୍ୟରୁ…