Odia News Portal
Monthly Archives

August 2020

ଚକୋଲେଟ୍‌ରେ ଗଜାନନ

ଗଣେଶ ପୂଜା ଅବସରରେ ବେଶ୍‌ ଧୁମ୍‌ଧାମ୍‌ର ସହ ଘରକୁ ଆସିଛନ୍ତି ଗଣପତି। ଗଶେଶଙ୍କ ଆଗମନରେ ଲୋକମାନେ ଯେତିକି ଖୁସି ହୋଇଥାନ୍ତି ବିସର୍ଜନ କଥା ଆସିଲେ ସେତିକି ଦୁଃଖୀ ହୋଇଯାଆନ୍ତି। ଖୁବ୍‌ ଦୁଃଖର ସହ ଲୋକମାନେ ବପ୍ପାଙ୍କୁ ବିଦା କରିଥାନ୍ତି। ବିସର୍ଜନ ପରଦିନ ବିଭିନ୍ନ ସ୍ଥାନରେ ମୂର୍ତ୍ତିଗୁଡ଼ିକ…

ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାହାକୁ ମାନିବୁ

ଭୁବନେଶ୍ବର() ୟୁଜି ଓ ପିଜିର ଶେଷ ସେମିଷ୍ଟରକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶେଷ ସେମିଷ୍ଟର ପରୀକ୍ଷା ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ସବୁ ରାଜ୍ୟକୁ ଏହା ଉପରେ ଲିଖିତ ଭାବେ ଦେବାକୁ ସୁପ୍ରିମକୋର୍ଟ ୩ ଦିନ ସମୟ ଦେଇଥିଲେ । ତେଣୁ ରାଜ୍ୟ…

ଖାକି ବିରୋଧରେ ଖାକିର ସଙ୍ଗିନ ଅଭିଯୋଗ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ସବଇନ୍ସପେକ୍ଟର ସିଲୁ ଧଳଙ୍କ ବିରୋଧରେ ଅଭିଯୋଗ। ଏହି ଅଭିଯୋଗ ଆଣିଛନ୍ତି ଜଣେ ମହିଳା ସବ୍‌ଇନସ୍ପେକ୍ଟର। ବାହା ହେବାକୁ ପ୍ରତିଶ୍ରୁତି ଦେଇ ଧୋକା ଦେଇଥିବା ଅଭିଯୋଗ ଆସିଛି। ଦାରିଙ୍ଗବାଡ଼ି ଥାନାର ଜଣେ ମହିଳା ସବ୍‌ଇନସ୍ପେକ୍ଟର ଆଣିଛନ୍ତି ଅଭିଯୋଗ।…

ଗାଡି କାଗଜପତ୍ର ଅବଧି ବଢିଲା

ନୂଆଦିଲ୍ଲୀ() ଡିସେମ୍ବର ୩୧ ପର୍ୟ୍ୟନ୍ତ ଗାଡିର କୌଣସି କାଗଜପତ୍ର ନବୀକରଣ କରିବାକୁ ପଡିବନି । ଡିସେମ୍ବର ୩୧ ପର୍ୟ୍ୟନ୍ତ ଗାଡି କାଗଜପତ୍ର ବୈଧ ରହିବ । ଏନେଇ ନିଷ୍ପତ୍ତି ନେଇଛି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ । କରୋନା ସଙ୍କଟ ମଧ୍ୟରେ ଏକ ଆଶ୍ୱସ୍ତିମୂଳକ ପଦକ୍ଷେପ ନେଇ ଗାଡି…

ମୋ ଭାଇ ମିଛୁଆ

ଆମେରିକା() ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ଭଉଣୀ କଥିତ ରୂପେ ମିଛୁଆ ଓ କ୍ରୁର କହିଛନ୍ତି । ବାସ୍ତବିକ୍‌ ଟ୍ରମ୍ପଙ୍କର ଭଉଣୀ ଓ ପୂର୍ବତନ ଫେଡରଲ ଜଜ୍‌ ମାରିଆନି ଟ୍ରମ୍ପ ବେରୀଙ୍କର ଏକ ଅଡ଼ିଏ ଟେପ୍‌ ଏବେ ଲିକ୍‌ ହୋଇଛି। ଦାବି କରାଯାଉଛି କି ଏହି ଅଡିଓ କ୍ଲିପ୍‌କୁ ନେଇ…

ସମାଜବାଦୀ ପାର୍ଟିରେ ସାମିଲ ହେବେ ସାକ୍ଷୀ ମିଶ୍ରା !

ନୂଆଦିଲ୍ଲୀ : ବିଜେପି ବିଧାୟକଙ୍କ ଝିଅ ସାକ୍ଷୀ ମିଶ୍ରା ଖୁବ୍‌ ଶୀଘ୍ର ସମାଜବାଦୀ ପାର୍ଟିରେ ଯୋଗ ଦେବାକୁ ଚାହୁଁଛନ୍ତି।  ସେ ସମାଜବାଦୀ ପାର୍ଟିର ସଭାପତି ଅଖିଳେଶ ଯାଦବଙ୍କୁ କିଛି ସମୟ ମାଗିଛନ୍ତି। ଏକ ସାକ୍ଷାତକାରରେ ସାକ୍ଷୀ ମିଶ୍ରା କହିଛନ୍ତି ସମାଜବାଦୀ ପାର୍ଟିର କାର୍ଯ୍ୟ ଶୈଳୀ ଏବଂ…

ଠାବ ହେଲା ମାଓବାଦୀଙ୍କ ଗୁଳିଗୋଳା ପ୍ରସ୍ତୁତ ହେଉଥିବା କାରଖାନା

ମାଲକାନଗିରି : ଠାବ ହେଲା ମାଓବାଦୀଙ୍କ ଗୁଳିଗୋଳା ପ୍ରସ୍ତୁତ ହେଉଥିବା କାରଖାନା। ମାଲକାନଗିରି ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ କାଲିମେଳା ଥାନା ଅନ୍ତର୍ଗତ କୁରୁବ, ସୁଧାକୋଣ୍ଡା ଏବଂ ଏଲକାନୁର ଅଞ୍ଚଳରେ DVF ଏବଂ BSF ୭୬(ଅପରେସନ)ବାଟାଲିୟନ ଯବାନଙ୍କୁ  ଅପରେସନ ବେଳେ ଏହି ସଫଳତା ମିଳିଛି।…

କଂଗ୍ରେସର ବିଶୃଙ୍ଖଳା କଥା ଏଆଇସିସିକୁ କହିବି

ଭୁବନେଶ୍ୱର()  ରାଜ୍ୟ କଂଗ୍ରେସରେ ଗତ କିଛି ଦିନ ଧରି ସଂଗଠନକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି ।  କଂଗ୍ରେସ ସଂଗଠନ ଦୁର୍ବଳ ହୋଇପଡ଼ୁଥିବାରୁ ଦଳର କେତେକ ନେତା ଗତକାଲି ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଘରେ ବୈଠକ ଡାକି ମେଳି କରିଥିଲେ ।  ତେବେ ପିସିସି…

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଲୀଳା : ଆଜି ବିମ୍ୱାସୁର ବଧ

ପୁରୀ : ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଶ୍ରୀକୃଷ୍ଣଲୀଳା । ଏହି ଅବସରରେ ରବିବାର ସମ୍ପନ୍ନ ହୋଇଛି ଦାହ ଲୀଳା ନୀତି । ରାତିରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ବଢ଼ିବାପରେ ଦକ୍ଷିଣ ଘରୁ ମଦନମୋହନ ଆଜ୍ଞାମାଳ ପାଇ ନାଟ ମଣ୍ଡପ ଖଟ ଉପରେ ବିଜେ ହୋଇଥିଲେ । ସେଠାରେ ଦାହ ଲୀଳା ନୀତି…