Odia News Portal
Monthly Archives

August 2020

ମୁଁ ଆଉ କେଉଁ ମେଡାଲ ଜିତିଲେ ମୋତେ ଅର୍ଜୁନ ପୁରସ୍କାର ମିଳିବ : ସାକ୍ଷୀ ମଲ୍ଲିକ

ଖେଳ ମନ୍ତ୍ରଣାଳୟ ପୂର୍ବ ଖେଳ ରତ୍ନ ବିଜେତା ସାକ୍ଷୀ ମଲ୍ଲିକ ଏବଂ ମୀରାବାଈ ଚାନୁ ଅର୍ଜୁନ ପୁରସ୍କାର ଦେବାକୁ ମନା କରିବାର ଗୋଟେ ଦିନ ପରେ ଭାରତୀୟ କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ମୁହଁ ଖୋଲିଛନ୍ତି। ସାକ୍ଷୀ ମୋଦିଙ୍କୁ ଟ୍ଵିଟ କରି କହିଛନ୍ତି, ମୁଁ ଆଉ କେଉଁ ମେଡାଲ ଜିତିଲେ ମୋତେ ଅର୍ଜୁନ…

ବିଧାୟକ ଅନନ୍ତଙ୍କ ପାଇଁ ଆଶୁ ଆରୋଗ୍ୟ କାମନା ନିମନ୍ତେ ସମୂହ ଦୀପଦାନ

ଭୁବନେଶ୍ୱର :  ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଜଣେ ପରୋଉପକାରୀ ବହୁ ପରିଚିତ ଲୋକପ୍ରିୟ ବିଧାୟକ । ସାରାଜୀବନ ସେ ଜନସାଧାରଣ ମାନଙ୍କର ସେବା ପାଇଁ ନିଜ ଜୀବନକୁ ସମର୍ପଣ କରିଦେଇଛନ୍ତି । ଲଗଡାଉନ ଠାରୁ ଆରମ୍ଭ କରି covid ପଯେଟିବି ହେବା ପୂର୍ବ ପର୍ଯ୍ୟନ୍ତ ଲୋକ ମାନଙ୍କ ପାଇଁ ଶୁଖିଲା…

ଅର୍ଥଲଗାଣକାରୀ ସଂସ୍ଥାର ପଦ ପଦବୀକୁ ନେଇ ଥାନାରେ ମାମଲା

ଭୁବନେଶ୍ୱର : ନିଜ ନିଜର ଟଙ୍କାକୁ ବେନାମୀ ଭାବେ ଅର୍ଥ ଲଗାଣକାରୀ ସଂସ୍ଥା ଜରିଆରେ ଖଟାଇଥିବା ରାଜଧାନୀର କିଛି ବଡ ବଡିଆଙ୍କ ନିଦ ହଜିଲାଣି । କାରଣ ରାଜଧାନୀରେ ଥିବା ଏହିଭଳି ଗୋଟିଏ ସଂସ୍ଥାରେ ପରିଚାଳନା ନିର୍ଦ୍ଦେଶକ ପଦବୀକୁ ନେଇ ଥାନାରେ ମାମଲା ରୁଜୁ ହେବାପରେ ସମ୍ପୃକ୍ତ ଅଧିକାରୀଙ୍କ…

SCBର ଡେଣ୍ଟାଲ୍‌ ପ୍ରଫେସରଙ୍କ ସମେତ ୭ ଡାକ୍ତର ପଜିଟିଭ୍‌

କଟକ : ଏସ୍‌ସିବି ଡାକ୍ତରଖାନାରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ବିଶେଷ କରି ଡାକ୍ତର, ସେବିକା ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ଡାକ୍ତରଖାନା କର୍ମଚାରୀମାନେ କରୋନାରେ ସଂକ୍ରମିତ ହେବା ଘଟଣା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏସ୍‌ସିବି ଦନ୍ତ ଚିକିତ୍ସା…

୭୩ ଦିନ ଭିତରେ ଭାରତକୁ ମିଳିବ ପ୍ରଥମ କରୋନୀ ଟୀକା

ନୂଆଦିଲ୍ଲୀ : ଦୀର୍ଘ ୭୩ ଦିନରେ ଭାରତକୁ ମିଳିବ ପ୍ରଥମ କୋଭିଡ୍‌ ଟୀକା କୋଭିସିଲ୍‌ଡ । ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡି ଟୀକା ବଜାରରେ ଉପଲବ୍ଧ ହେବ । ଦ ନ୍ୟାସନାଲ ଇମ୍ୟୁନାଇଜେସନ୍‌ ପ୍ରୋଗ୍ରାମ ଅଧୀନରେ ଭାରତୀୟଙ୍କୁ ଟିକା ମାଗଣାରେ ଦିଆଯିବ ।  ଅଗ୍ରାଧିକାର ଭିତ୍ତିରେ ଟିକା ଉତ୍ପାଦନ…

ପ୍ରଥମ ଥର ପାଇଁ ବହୁ କଟକଣାରେ ହେଉଛି ପାଳିତ

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ପ୍ରଥମ ଥର ପାଇଁ ବହୁ କଟକଣାରେ ପାଳିତ ହେବାକୁ ଯାଉଛି ନୂଆଖାଇ। ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଚଳିତ ବର୍ଷ ଘରେ ଘରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ପାଳିତ ହେବ ପର୍ବ। ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଆଜି ସକାଳ…

ଆଜି ଋଷି ପଞ୍ଚମୀ, ପାଲିଙ୍କିରେ ବିଜେ ହୋଇ ମାର୍କଣ୍ଡେୟ ମନ୍ଦିରକୁ ଯିବେ ମା ମହାଲକ୍ଷ୍ମୀ

ପୁରୀ: ଶ୍ରୀ ମନ୍ଦିରରେ ଆଜି ଋଷି ପଞ୍ଚମୀ। ଶ୍ରୀକୃଷ୍ଣ ଲୀଳା ଅବସରରେ ଦାହ ଳୀଳା ଅନୁଷ୍ଠିତ ହେବ। ଶ୍ରୀ ମନ୍ଦିରରେ ଆଜି ସକାଳ ଧୂପ ନିତୀ ଶେଷ ହେବା ପରେ ବିଶେଷ ନୀତି ହେବ। ପାଲିଙ୍କିରେ ବିଜେ ହୋଇ ମା ମହାଲକ୍ଷ୍ମୀ ମାର୍କଣ୍ଡେୟ ମନ୍ଦିରକୁ ଯିବେ। ସେଠାରେ ମାଙ୍କ ମାଜଣା ଓ ବନକଲାଗି ନୀତି…

ନୂଆଖାଇଁ ଅବସରରେ ବରଗଡରୁ ଆସିଲା ଦୁଃଖଦ ଖବର

ବରଗଡ଼: ପଶ୍ଚିମ ଓଡ଼ିଶାରେ ନୂଆଖାଇଁ ପାଇଁ ଖୁସିର ମାହୋଲ। ଏହାରି ଭିତରେ ବରଗଡ଼ରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ବିଷ ପିଇ ଗୋଟିଏ ପରିବାରର ୩ଜଣଙ୍କର ମୃତ୍ଯୁ ହୋଇଥିବା ଖବର ସାମ୍ନାକୁ ଆସିଛି। ବରଗଡ଼ ବିଜେପୁର ଥାନା ବେନିଆଚାଲ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ମଘା ନକ୍ଷତ୍ରସ୍ଥ ରବିଙ୍କ ଯୋଗୁ ସକାଳୁ ସକାଳୁ କୌଣସି ଖବର ପାଇ ବିସ୍ମୟାଭିଭୂତ ହୋଇପାରନ୍ତି। ପ୍ରତ୍ୟେକ ଦିଗରୁ ବିଭିନ୍ନ ପ୍ରକାରର ନାସ୍ତିସୂଚକ କଥା ଶୁଣି ମାନସିକ ସ୍ଥିତି ଭଲ ରହିବ ନାହିଁ। ସମ୍ପର୍କୀୟ ବନ୍ଧୁମାନଙ୍କ ସାହାଯ୍ୟ ମିଳିଲେ ମଧ୍ୟ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ।…

ରାସ୍ତାରାସ୍ତା ଅବରୋଧ ଯୋଗୁଁ ୧୦୮ ଆମ୍ବୁଲାନ୍ସ ହେଲା ହଟହଟା

କଟକ : ଆଜି ସଂଧ୍ୟାରେ କଟକ ବାମ୍ଫିସାହି କୁମ୍ଭୀରସାହିର ରାଜେନ୍ଦ୍ର ଚେମେଇ ନାମକ  ୬୫ ବର୍ଷୀୟ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କ ପରିବାର ପକ୍ଷରୁ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ।  କିଛି ସମୟ ମଧ୍ୟରେ  ଆମ୍ବୁଲାନ୍ସ ପହଁଚି ଥିଲେ ମଧ୍ୟ ରୋଗୀ ନିକଟରେ ପହଁଚିବା ପାଇଁ …