Odia News Portal
Monthly Archives

August 2020

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା

ଭୁବନେଶ୍ୱର()ଆଜି ରାଜ୍ୟରେ ଆଉ ଜଣେ ବିଧାୟକ କରୋନା କବଜାକୁ ଆସିଛନ୍ତି । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରେନା ହୋଇଥିବା ସୂଚନା ମିଳିଛି । ତାଙ୍କର ଆଜି କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି । ଏହା ପୂର୍ବରୁ ରାଜ୍ୟରେ ୬ ବିଧାୟକ ଓ ଜଣେ ମନ୍ତ୍ରୀ କରୋନାରେ…

ପୁଣି ବଢିଲା ପେଟ୍ରୋଲ ଦର

ଗୋଟିଏ ଦିନର ସ୍ଥିରତା ପରେ ପୁଣି ଥରେ ବୃଦ୍ଧି ପାଇଛି ତେଲ ଦର। ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୦ ପଇସା ମହଙ୍ଗା ହୋଇ ୮୧ ଟଙ୍କାରେ ପହଞ୍ଚିଛି। ସୂଚନା ମୁତାବକ ଗୋଟିଏ ସପ୍ତାହ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୫୭ ପଇସା ମହଙ୍ଗା ହୋଇଛି। ସୂଚନା ମୁତାବକ ଗତକାଲି ଅର୍ଥାତ…

ଜଗନ୍ନାଥ ଲେଙ୍କାଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର() ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ସଦସ୍ୟ ହୋଇଛନ୍ତି ପ୍ରଫେସର ଜଗନ୍ନାଥ ଲେଙ୍କା । ଜଗନ୍ନାଥ ଲେଙ୍କାଙ୍କୁ ଏହି ନୂଆ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଲ୍ଲେଖଯୋଗ୍ୟ ଯେ ଉତ୍ତର ଓଡ଼ିଶା ଅର୍ଥନୀତି ବିଭାଗର ମୁଖ୍ୟ ଥିଲେ ଜଗନ୍ନାଥ ।

ଆଉ ୮ ଜୀବନ ନେଲା କରୋନା

ଭୁବନେଶ୍ୱର() ରାଜ୍ୟରେ ଆଜି ୨୮୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୮ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଳାର ସର୍ବାଧିକ ୪, ଖୋର୍ଦ୍ଧା , କଟକ, ଢ଼େଙ୍କାନାଳ ଓ ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ…

ଆଜି ଆଉ ୨୮୯୮ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୫୨୪

ଭୁବନେଶ୍ୱର() ୨୪ ଘଣ୍ଟା ମଧ୍ୟରେ ୨୮୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୦୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…

ଦିନକରେ ସର୍ବାଧିକ ୫୩ ହଜାରରୁ ଉର୍ଦ୍ଧ୍ବ ଟେଷ୍ଟ

ଭୁବନେଶ୍ୱର() ରାଜ୍ୟରେ ପୁଣି ରେକର୍ଡ ଟେଷ୍ଟ ହୋଇଛି । ୨୪ ଘଂଟାରେ ସର୍ବାଧିକ ୫୩ ହଜାର ୪୭୮ ନମୁନା ପରୀକ୍ଷା କରାଯାଇଛି । ଏଥିରୁ ୪୭ ହଜାର ୫୧୨ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ୫ ହଜାର ୮ ଶହ ୪୯ ଆରଟିପିସିଆର ଟେଷ୍ଟ ହୋଇଛି । ଏଥିମଧ୍ୟରୁ ୪୭,୫୧୨ ଜଣଙ୍କର ଆଣ୍ଟିଜେନ, ୫୮୪୯ଟି ଆରଟିପିସିଆର୍ ଓ…

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ବସ୍ ହେଲ୍‌ପର ଗିରଫ

ଭୁବନେଶ୍ୱର : ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ ପରେ ଦୁଷ୍କର୍ମ କରିିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ତାପସ ଦାସ(୧୯)। ସୂଚନା ମୁତାବକ, ତାପସ ଖଣ୍ଡଗିରି ଥାନା ଅଧୀନ ପାତ୍ରପଡ଼ା ଅଞ୍ଚଳରେ ଘର ଭଡ଼ା ନେଇ…

୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର() ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ୧୪ ଜିଲ୍ଲାକୁ ଅରେଞ୍ଜ ଓ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ଜିଲ୍ଲା ଗୁଡିକ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର,…

ତୃତୀୟ ପର୍ଯ୍ୟାୟ : ଶ୍ରୀମନ୍ଦିର ସେବାୟତଙ୍କୁ ପୁଣି ଆଜିଠାରୁ ଦିଆଯିବ ହୋମିଓପାଥି ଔଷଧ

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ଆଜିଠାରୁ ପୁଣି ଥରେ ଦିଆଯିବ ହୋମିଓପାଥି ଔଷଧ। କରୋନା ସଂକ୍ରମଣ ମୁକାବିଲା ପାଇଁ ୨ ଦିନ ଧରି ସେମାନଙ୍କୁ ତୃତୀୟ ପର୍ଯ୍ୟାୟରେ ଔଷଧ ବଣ୍ଟନ କରାଯିବ। ରଥଯାତ୍ରା ପୂର୍ବରୁ ଓ ପରେ ପ୍ରାୟ ୫ହଜାର ସେବାୟତ ପରିବାରଙ୍କୁ ହୋମିଓପାଥି ବଣ୍ଟନ କରାଯାଇଥିଲା।…

ମା ବିରଜାଙ୍କ ପୀଠ ଚତୁଃପାର୍ଶ୍ଵରେ ଜାରି ହେଲା ୧୪୪ ଧାରା

ଯାଜପୁର ଟାଉନ : ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ଚତୁଃପାର୍ଶ୍ଵରେ ଜାରି ହେଲା ୧୪୪ ଧାରା । ବିରଜା ମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ଜଣେ ପୋଲିସ କର୍ମଚାରୀ କରୋନା ପିଜେଟିଭ ଚିହ୍ନଟ ହୋଇଥିବା ଜରାପଡିଛି । ଯାହାପରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯିବାପରେ,…