Odia News Portal
Monthly Archives

August 2020

କଟକ ଚାଉଳିଆଗଞ୍ଜ ନିମ୍ବ ସାହି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: କଟକ ସହରରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି କଟକ ଜିଲ୍ଲାରୁ ୧୧୭ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ସହରରେ ପୁଣି ନୂଆ କଣ୍ଟେନମେଣ୍ଟ ଜୋନ୍‌ ଭାବେ ସାମ୍ନାକୁ ଆସିଛି ଚାଉଳିଆଗଞ୍ଜ ନିମ୍ବ ସାହି ଅଞ୍ଚଳ। CMC ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଏକାଧିକ ଗ୍ରହ ସ୍ବଗୃହୀ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ ପ୍ରତିଶ୍ରୁତି ଦେବେ କିନ୍ତୁ କିଛି ବି କରିବେ ନାହିଁ । ନିଜର ଲୋକମାନଙ୍କୁ ବୃଥା ସନ୍ଦେହ କଲେ ସମାଲୋଚିତ ହୋଇପାରନ୍ତି । ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ…

ଆଜି ପୁଣି ସୁସ୍ଥ ହେଲେ ୧୫୩୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୧୫୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଖୋର୍ଦ୍ଧାରୁ ୨୮୭, ସୁନ୍ଦରଗଡ଼ରୁ ୧୭୮, ଗଞ୍ଜାମରୁ ୧୫୬, କନ୍ଧମାଳରୁ ୧୦୫, ପୁରୀରୁ ୯୬, କଟକରୁ ୮୪, କୋରାପୁଟରୁ ୭୩, ବରଗଡ଼ରୁ ୭୦, ନୟାଗଡ଼ରୁ ୬୩, ମାଲକାନଗିରିରୁ ୫୮, ବାଲେଶ୍ୱରରୁ ୫୨, କଳାହାଣ୍ଡିରୁ ୪୭,…

୪ ଜିଲ୍ଲାରେ ଅଞ୍ଚଳଭିତ୍ତିକ ରଣକୌଶଳ ଅବଲମ୍ବନ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସଂପର୍କରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରି ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ଅଞ୍ଚଳଭିତ୍ତିକ ରଣକୌଶଳ (Location Specific Strategy)…

ପୁଣି ନକଲି ଆଇପିଏସ୍‌ ଶର୍ମିଷ୍ଠା ଅସଲି ପୁଲିସ ଦ୍ୱାରା ଅଟକ

ରାଉରକେଲା : ନକଲି ଆଇପିଏସ୍‌ ଅଫିସର୍‌ ଶର୍ମିଷ୍ଠା ସାହୁ ପୁଣି ପୁଲିସ ଦ୍ୱାରା ଅଟକ। ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ନକଲି ପରିଚୟ ଦେଇ ସେ ପୁଲିସ ଦ୍ୱାରା ଥାନାକୁ ଯାଇଥିଲେ । ପୁଲିସ ଅଣ୍ଡରଟେକିଂ ନେଇ ଛାଡିଥିଲା । ଏବେ ପୁଣି ସେହି ନକଲି ପରିଚୟ ଦେଇ ଶର୍ମିଷ୍ଠା ସାହୁ ଗିରଫ । ରାଉରକେଲା…

କ୍ରୀଡ଼ା ସାମ୍ବାଦିକ ଅଶୋକ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର : ରାଜ୍ୟର ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଡକ୍ଟର ଅଶୋକ ପଟ୍ଟନାୟକଙ୍କୁ ମଙ୍ଗଳବାର ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ପକ୍ଷରୁ ତାଙ୍କ ୨୨ତମ ଶ୍ରାଦ୍ଧ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ ପ୍ରଥମ ଥର ପାଇଁ ଭର୍ଚୁଆଲ୍ ବୈଠକରେ…

ଖୋର୍ଦ୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ ସ୍ବତନ୍ତ୍ର ରଣନୀତି ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଆସନ୍ତା ସପ୍ତାହରେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ ୫୦ ଲକ୍ଷ କୋଭିଡ ଯୋଦ୍ଧାଙ୍କୁ ତାଲିମ କୋଭିଡ ଯୁଦ୍ଧକୁ ମଜବୁତ କରିଛି ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟରେ କୋଭିଡ ପରିସ୍ଥିତି ଓ ରଣନୀତି ସଂପର୍କରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏକ ଉଚ୍ଚସ୍ତରୀୟ ବୈଠକରେ…

୬ ବର୍ଷ ଧରି ଖୁଡ଼ିକୁ ବଳାତ୍କାର ଘଟଣା, ଜେଲ୍‌ ଗଲା ପୁତୁରା

ବଳଙ୍ଗା : ପୁତୁରା ଦ୍ୱାରା ଖୁଡ଼ି ୬ବର୍ଷ ଧରି ବଳାତ୍କାରର ଶିକାର ହେବା ମାମଲାରେ ଆଜି ବଳଙ୍ଗା ପୁଲିସ ଅଭିଯୁକ୍ତ ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟରେ ଅଭିଯୁକ୍ତର ଜାମିନ ଆବେଦନ ନାମଂଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ତେବେ ଅଭିଯୋଗକାରୀ ଖୁଡ଼ି ତଦନ୍ତରେ…

କିରଣ ମଜୁମ୍‌ଦାରଙ୍କୁ କରୋନା

ବେଙ୍ଗାଲୁରୁ : ବାଓଫାର୍ମାସ୍ୟୁଟିକଲ  ଫାର୍ମ ବାଓକନ୍ ମୁଖ୍ୟ କିରଣ ମଜୁମଦାରଙ୍କୁ କରୋନା ପଜିଟିଭ୍‌ । ସୋମବାର ଦିନ  ସେ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି – ମୋର କୋଭିଡ୍‌ ଟେଷ୍ଟିଂରେ ପଜିଟିଭ୍ ଆସିଛି । ସାମାନ୍ୟ ଲକ୍ଷଣ ଦେଖାଦେଇଛି । କିରଣଙ୍କ ଟ୍ୱିଟ୍‌ ପରେ…

ଅଧିକ ୟୁରିଆ ସାର ଯୋଗାଇଦେବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ

ଭୁବନେଶ୍ୱର ()  ଚଳିତ ଖରିଫ ଚାଷ ନିମନ୍ତେ ରାଜ୍ୟକୁ ଅଧିକ ୟୁରିଆ ସାର ଯୋଗାଇଦେବା ପାଇଁ କୃଷି ଓ କୃଷକ ସଶକ୍ତିକର, ମତ୍ସ୍ୟ ଓ ପ୍ରାୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ପୂର୍ବାହ୍ନରେ କେନ୍ଦ୍ର ସରକାରଙ୍କ ରାଜ୍ୟ…