ମିଠା ଧରି ଘରକୁ ଆସିଲେ ମୃତ୍ୟୁର ସୌଦାଗର
ପଟ୍ଟାମୁଣ୍ଡାଇ : ମିଠା ଧରି ଅତିଥି ଭଳି ଆସିଲେ । ଘରେ କେହି ନଥିବାର ସୁଯୋଗ ନେଇ ଜଣେ ମହିଳାଙ୍କୁ ହତ୍ୟା କରି ଲୁଟିନେଲେ। ଏଭଳି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି।
ପଟ୍ଟାମୁଣ୍ଡାଇ ଥାନା ଅରଡ଼ପଲ୍ଲୀ ଗାଁରେ ୬୨ ବର୍ଷୀୟ…