Odia News Portal

କମିଶନରେଟ୍‌ ପୁଲିସରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର() କମିଶନରେଟ୍‌ ପୁଲିସରେ ବଡ଼ ଧରଣର ଅଦଳବଦଳ । ବଦଳିଲେ ୨ଜଣ ଅତିରିକ୍ତ ଡିସିପିଙ୍କ ସହ ୧୯ ଇନ୍ସପେକ୍ଟର ଏବଂ ୬ଜଣ ଏସଆଇ ଓ ଜଣେ ଏଏସଆଇ ମଧ୍ୟ ବଦଳିଲେ । କିଛିଦିନ ପୂର୍ବରୁ ଟ୍ୱିନ୍‌ସିଟିରେ ବଦଳିଥିଲେ ଡିସିପି ।