Odia News Portal
Monthly Archives

August 2020

ଶହୀଦନଗର ଥାନା ହାଜତରେ ଥିବା ଯୁବକ କରୋନା ପଜିଟିଭ

ଭୁବନେଶ୍ୱର : ଝାଡଖଣ୍ଡ ଯୁବକଙ୍କୁ ଗିରଫ କରି ଶହୀଦନଗର ପୁଲିସ୍‍ ଏବେ ହରଡଘଣାରେ । ଗତକାଲି ଠାରୁ ଗିରଫ ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କର କରୋନା ପଜିଟିଭ ଚିହ୍ନଟ ହେବାପରେ ଥାନା କର୍ମଚାରୀଙ୍କ ନିଦ ହଜିଯାଇଛି । କରୋନା ଆକ୍ରାନ୍ତ ଯୁବକଙ୍କୁ ଗତ କାଲିଠାରୁ ଥାନା ହାଜତରେ ରଖିଥିବାରୁ ତାଙ୍କ…

ଅନଲାଇନ ସାଇ ସଂଗୀତ ପ୍ରତିଯୋଗିତା

ଭୁବନେଶ୍ୱର : କେରାନା ମହାମାରୀ ସମୟରେ ସ୍କୁଲ କେଲଜ ବନ୍ଦ ଥିବାବେଳେ ପିଲାମାନେ ଗୃହବନ୍ଦୀ ଅବସ୍ଥାରେ ରହିଛନ୍ତି । ଏଭଳି ପରିସ୍ଥିତିରେ ପିଲାମାନଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ଶିରିଡି ସାଇ ଚାରିଟେବୁଲ ଟ୍ରଷ୍ଟ, ବସନ୍ତପୁର ଓ ବେବି ବିଙ୍ଗୋ ପ୍ରି ସ୍କୁଲ ଦ୍ୱାରା ଏକ…

କରୋନାକୁ ହରାଇଲେ ୯୮ ବର୍ଷିୟ ପୂର୍ବତନ ସୈନିକ

ମୁମ୍ୱାଇ : କରୋନା ମହାମାରୀର ଏହି ସଙ୍କଟ ପରିସ୍ଥିତିରେ ଏମିତି ଖବର ଆସିଛି, ଯାହା ଲୋକଙ୍କ ମନରେ ଆଶାର କିରଣ ଜଗାଇଛି। ଦେଶରେ ଗୋଟେ ପଟେ କରୋନାରେ ମୃତ୍ୟୁ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ରୋଗରୁ ସୁସ୍ଥ ହେବା ଲୋକେ ବି ସାହସ ଦେଉଛନ୍ତି। ଏମିତି ଏକ ଖବର ସାମନାକୁ ଆସିଛି। ମୁମ୍ୱାଇର ୯୮…

ଭୋଜି ଖାଇ ଗାଁରେ ଝାଡାବାନ୍ତି, ୯୦ରୁ ଅଧିକ ଅସୁସ୍ଥ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବେଗୁନିଆ ପଂଚାୟତରେ ଭୋଜି ଖାଇବା ପରେ ଝାଡ଼ାବାନ୍ତି ବ୍ୟାପିଛି ।  ମୋଟ ୯୦ ରୁ ଅଧିକ ଅସୁସ୍ଥ ହୋଇପଡିଛନ୍ତି । ନୀଳଗିରି ହସ୍ପିଟାଲରେ ୨୯ ଜଣ ଭର୍ତି ହୋଇଥିବା ବେଳେ ଗାଁରେ ୬୦ ରୁ ଅଧିକ ରୋଗୀଙ୍କୁ ମେଡ଼ିକାଲ ଟିମ ଚିକିତ୍ସା ଯୋଗାଇ ଦେଇଛନ୍ତି।…

ଆଜି କୃଷ୍ଣବଳରାମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କୃଷ୍ଣବଳରାମ ବେଶ ଅନୁଷ୍ଠିତ ହେବ । ୪ ଦିନ ଧରି ଚାଲିଥିବା କୃଷ୍ଣ ଭାବାତ୍ମକ ବେଶର ଆଜି ଶେଷ ଦିନ । ପରମ୍ପରା ଅନୁଯାୟୀ ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଏହି କୃଷ୍ଣ ବଳରାମ ବେଶରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କୁ ସଜ୍ଜିତ କରାଯାଇଥାଏ ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ । ମଙ୍ଗଳ ନିଜ ରାଶିରେ ଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, କିନ୍ତୁ ବାଣିଜ୍ୟ ବ୍ୟବସାୟରେ ଟେନ୍‌ସନ ଲାଗି ରହିବ । ଅତି ନିକଟରେ ରହୁଥିବା ଲୋକଟିଏ ଅନ୍ୟର ନିର୍ଦ୍ଦେଶରେ କାମ କରୁଥିବାର ସନ୍ଦେହ ମନକୁ ଆସିପାରେ ।…

ଗ୍ୟାସ୍‌ ସିଲିଣ୍ଡର ଫାଟି ୧୦ ବଖରା ଘର ଜଳିଗଲା

ଟାଙ୍ଗୀ : ଖୋରଧା ଜିଲ୍ଲା ଟାଙ୍ଗୀ ଵ୍ଲକ ଟାଙ୍କଳ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ୪ ପରିବାରର ସର୍ବସ୍ୱାନ୍ତ ହୋଇଛନ୍ତି । ଆଜି ରାତି ୮ଟା ବେଳେ ଟାଙ୍କୁଳ ପଣ୍ଡା ସାହିର ମଙ୍ଗୁଳି ପ୍ରଧାନଙ୍କ ଘରେ ହଠାତ୍‌ ରନ୍ଧନ ଗ୍ୟାସ ସିଲିଣ୍ଡର ଫାଟି ଚାଳକୁ ନିଆଁ ଧରି ଦେଲା…

ଆଜି ପୁଣି ସୁସ୍ଥ ହେଲେ ୧୫୫୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ପୁଣି ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ୨୪ ଘଣ୍ଟାରେ ୨୯ ଜିଲ୍ଲାରୁ ଆଜି ୧୫୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଆଜିର ସୁସ୍ଥମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୩୫୫, ଖୋର୍ଦ୍ଧା ୨୪୧, ସୁନ୍ଦରଗଡ଼ ୧୧୮, କଟକ ୯୯, ସମ୍ବଲପୁର ୮୯,…

ଅଭାବନୀୟ ଘଟଣା : ୧୫ ମାସର ଶିଶୁକୁ ଗୋଡ ହାତ ବାନ୍ଧି ମାଡ

ଗୋପ : ପୁରୀ ଗୋପ ଥାନା ସୋରଭା ପଂଚାୟତ ପାଇକ ସହି ରେ ଅଭାବନୀୟ ଘଟଣା। ଜଣେ ୧୫ ମାସର ଛୋଟ ଶିଶୁକୁ ତାର ମା ଗୋଡ଼ ହାତ ଭିଡି ଅତ୍ୟନ୍ତ ଅମାନୁଷିକ ଭାବେ ବାଡୋଉ ଥିବା ଘଟଣା ଜଣା ପଡ଼ିଛି। ଏ ନେଇ ଦୃଶ୍ୟ ସିସିଟିଭିରେ କଏଦ ପରେ ଏହା ଜଣା ପଡ଼ିଛି। ଏହାକୁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା…

ପାଟରା ପରିବାର ପକ୍ଷରୁ ଶୁଖିଲା ଖାଦ୍ୟ ବନ

ଚଣ୍ଡିଖୋଲ : ଯାଜପୁର ଜିଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଟାନ ପାଟରା ପରିବାର ଆମେ ସବୁ ପାଟରା ସଂଗଠନ ପକ୍ଷରୁ ଗରୀବ, ଅସହାୟ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବନ କରାଯାଇଛି । ପବିତ୍ର ସ୍ୱାଧିନତା ଦିବସ ଅବସରରେ ସ୍ଥାନୀୟ ସାଲିଆ ପତରି ବସ୍ତିରେ ଲୋକମାନଙ୍କୁ ଚୁଡ଼ା, ଚିନି, ଚାଉଳ, ବିସ୍କୁଟ,ଆଳୁ…