ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ରାସ୍ତାର ଭିତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର : ଆଜି ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ମହାନଗର ନିଗମ ଅନ୍ତର୍ଗତ ୮ ନମ୍ବର ୱାର୍ଡର ଡିଷ୍ଟି୍ରକ ସେଣ୍ଟର ଠାରେ ୩୮,୯୦.୦୦୦ ଟଙ୍କା ବ୍ୟୟ ଅଟକଳରେ ଏକ ରାସ୍ତାର ଶୁଭ ଉଦଘାଟନ ବିଧାୟକ ସୁଶାନ୍ତ ରାଉତଙ୍କ ଦ୍ୱାରା ହୋଇଛି ।
ଆଉ ଦୁଇଟି ରାସ୍ତା ଏଲ.ଆଇଜି -୪୩ ଠାରୁ ଉଡବ୍ଲଏସ…