ଆଜି କଟକ ସହରରୁ ୭୩ ପଜିଟିଭ
କଟକ: ଆଜି କଟକ ସହରରୁ ୭୩ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯେବେକି ଗତ ୨୪ ଘଣ୍ଟା ଭିତରେ ୨ ଜଣଙ୍କ ରିପୋର୍ଟ ଆସିଥିବା ଜଣାଯାଇଛି । ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି ।
ଏମଧ୍ୟରୁ ୯୧୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୮୭୦ ଟି ଆକ୍ଟିଭ କେଶ ରହିଛି…