କମ୍ ସଂଖ୍ୟକ କର୍ମଚାରୀରେ ଲୋକସେବା ଭବନରେ ହେବ କାର୍ଯ୍ୟ
ଭୁବନେଶ୍ଵର : ଲୋକସେବା ଭବନରେ କରୋନା ତାହାର କାୟା ମେଲାଉଥିବାରୁ ଏବେ କର୍ମଚାରୀମାନେ ପରସ୍ପରକୁ ସନ୍ଦେହରେ ଦେଖିଲେଣି । ସ୍ୱାସ୍ଥ୍ୟ ବିଭାଗରୁ ଏକାଧିକ କରୋନା ପଜିଟିଭ ବାହାରିବା ସହିତ ଅନ୍ୟ ବିଭାଗ ଗୁଡିକରୁ କରୋନା ସଂକ୍ରମିତ ଚିହ୍ନଟ ହେଉଥିବାରୁ ଏବେ ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର…