ମହାନଦୀ ଅବବାହିକା ଜିଲ୍ଲାରେ ବନ୍ୟା ଆଶଙ୍କା
ଭୁବନେଶ୍ବର() ମହାନଦୀ ଅବବାହିକା ଜିଲ୍ଲାରେ ବନ୍ୟା ଆଶଙ୍କା । ଉପକୂଳ ଜିଲ୍ଲାରେ ମଧ୍ୟ ବନ୍ୟା ଆଶଙ୍କା ରହିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ବର୍ତ୍ତମାନ ହୀରକୁଦର ୪୪ଟି ଗେଟ୍ ଖୋଲା ରହିଛି । ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ବନ୍ୟାଜଳ ମୁଣ୍ଡୁଳୀରେ ପହଞ୍ଚିବ…