Odia News Portal
Monthly Archives

September 2020

ମହାବୀର ସାମାଜିକ ସଂଗଠନ ତରଫରୁ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ

ଭୁବନେଶ୍ବର : ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆର୍ଦଶକୁ ଅନୁସରଣ କରି, ଭୁବନେଶ୍ୱର ବିଜୁ ଜନତା ଦଳର ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଜୁ ଜନତା ଦଳର ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଭାପତି ତଥା ଉତ୍ତର ବିଧାୟକ ସୁସାନ୍ତ କୁମାର ରାଉତଙ୍କ…

ଓଡ଼ିଶା ମୋ ପରିବାର ତରଫରୁ ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କୁ ସହାୟତା

ଭୁବନେଶ୍ବର : ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶା ମୋ ପରିବାର ତରଫରୁ ସୁଦୂର ଓଡ଼ିଶାର କୋଣ ଅନୁକୋଣରୁ ଆସି ଭୁବନେଶ୍ଵରର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଜେଇଇ ମେନ୍ ପରୀକ୍ଷା ଦେଉଥିବା ସମସ୍ତ ପରିକ୍ଷାର୍ଥୀମାନଙ୍କୁ ହେଲ୍ପ ଡେସ୍କ ମାଧ୍ୟମରେ ସାମାଜିକ ଦୁରତ୍ଵ ନିୟମକୁ ଅନୁସରଣ…

ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ଦେବୀଙ୍କ ପାଖରେ ୧୦୮ ଦୀପଦାନ

ଚିଲିକା: ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ହୋଇଛି । ଚିଲିକା ନିର୍ବାଚନମଣ୍ଡଳୀର ଶତାଧିକ ଶୁଭେଚ୍ଛୁ ବାଣପୁର ବ୍ଲକ୍‌ ସଲପଡ଼ିହ ଗାଁର ମା’ ପାଣ୍ଡବାଶୁଣୀ ପୀଠରେ ପୂଜାର୍ଚ୍ଚନା କରିଛନ୍ତି। ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ…

ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ୧୦୮ ଦୀପଦାନ

ଚିଲିକା() ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା ହୋଇଛି । ଚିଲିକା ନିର୍ବାଚନମଣ୍ଡଳୀର ଶତାଧିକ ଶୁଭେଚ୍ଛୁ ବାଣପୁର ବ୍ଲକ୍‌ ସଲପଡ଼ିହ ଗାଁର ମା’ ପାଣ୍ଡବାଶୁଣୀ ପୀଠରେ ପୂଜାର୍ଚ୍ଚନା କରିଛନ୍ତି। ମାନସ ମଙ୍ଗରାଜଙ୍କ ଆଶୁ ଆରୋଗ୍ୟ…

ସୋମବାରଠୁ ଦୂରଦର୍ଶନରେ ପଢ଼ିବେ ଯୁକ୍ତ-୨ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆସନ୍ତା ୭ ତାରିଖରୁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କର ଦୂରଦର୍ଶନ ମାଧ୍ୟମରେ ପାଠପଢ଼ା ହେବ। କ୍ଲାସ୍‌ ଦିନ ୧୦ଟାରୁ ଆରମ୍ଭ ହେବ। ଦୈନିକ ୧ ଘଣ୍ଟା କ୍ଲାସ୍‌ ହେବ। ଯାହା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରସାରଣ କରାଯିବ…

ଏହା ହେଉଛି ଦୁନିଆର ସବୁଠାରୁ ଦାମୀ ମଦ

ଆପଣ ବଜାରରେ ଅନେକ ପ୍ରକାରର ମଦ ଦେଖିଥିବେ ଓ କିଣିଥିବେ । ଦଶ ହଜାରରୁ କୋଡିଏ ହଜାର ପର୍ଯ୍ୟନ୍ତ ସମସ୍ତ ପ୍ରକାରର ମଦ ଦୋକାନରେ ଉପଲବ୍ଧ ରହୁଛି । କିନ୍ତ କେବେ ଚିନ୍ତା କରିଛନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ମଦର କଣ ହୋଇପାରେ? ୟୁରୋପୀୟ ଦେଶ ହଙ୍ଗରୀର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ଟୋକେଜରେ…

ବନହରପାଲି OPGC ପ୍ଲାଣ୍ଟରେ ଅଘଟଣ

ଝାରସୁଗୁଡା : ବନହରପାଲି OPGC ପ୍ଲାଣ୍ଟରେ ଅଘଟଣ। ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୟୂନିଟ -୩ର ଆଶ୍ ହାଣ୍ଟିଙ୍ଗ୍ ପ୍ଲାଣ୍ଟର ହପର ଖସିଯିବାରୁ ୪ ଶ୍ରମିକ ଗୁରୁତର ହୋଇପଡିଛନ୍ତି। ଏହି ଶ୍ରମିକଙ୍କ ଦେହରେ ଗରମ ପାଉଁଶ  ପଡିଯାଇଥିବାରୁ ଏମାନେ ଗୁରୁତର ଆହତ ହୋଇପଡିଥିଲେ। ପ୍ରଥମେ ସେମାନଙ୍କୂ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଅଧିକାଂଶ ସମୟ ମନ ଅସ୍ଥିର ରହିଲେ ମଧ୍ୟ ସମସ୍ୟା ସମାଧାନ ହୋଇଯିବ । ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ରହିପାରେ । ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି ।…

୧୨ରୁ ଚାଲିବ ୮୦ଟି ନୂଆ ସ୍ପେଶାଲ ଟ୍ରେନ୍‌, ଚଳିତମାସ ୧୦ରୁ ଆରମ୍ଭ ହେବ ରିଜର୍ଭେସନ୍‌

ରେଳବିଭାଗ ୧୨ ସେପ୍ଟେମ୍ବରରୁ ୮୦ଟି(୪୦ ଯୋଡ଼ା) ନୂଆ ସ୍ପେଶାଲ ଟ୍ରେନ୍‌ ଚଲାଇବାକୁ ଘୋଷଣା କରିଛି। ଏଥିପାଇଁ ସେପ୍ଟେମ୍ବର ୧୦ରୁ ରିଜର୍ଭେସନ୍‌ ଆରମ୍ଭ ହେବ। ରେଲୱେ ବୋର୍ଡର ଚେୟାରମ୍ୟାନ୍‌ ବିନୋଦ କୁମାର ଯାଦବ ଏନେଇ ଶନିବାର ଦିନ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରାଳୟ ପୂର୍ବରୁ କେତେକ ଶ୍ରମିକ…

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ସାମାଜିକ କର୍ମୀ

ଭୁବନେଶ୍ବର : ନିଜର ଜନ୍ମ ଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ସାମାଜିକ କର୍ମୀ ତଥା ସମର୍ପିତ ଓ ସେବା ସୋସିଆଲ ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦାଶିବ ଜେନା। ପ୍ରଥମେ କୁନି କୁନି ଶିଶୁମାନଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ରୁ ଆରମ୍ଭ କରିଥିଲେ ନିଜର ଜନ୍ମଦିନ। ଏହି ଅବସରରେ ସମର୍ପିତ ଓ…