Odia News Portal
Monthly Archives

September 2020

ବାବାଙ୍କ ଶେଷ ଇଚ୍ଛା ପୂରଣ କରିପାରିଲିନି

ମଙ୍ଗଳବାର ଦେଶର ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଜକୀୟ ସମ୍ମାନ ସହ ଲୋଧୀ ଶ୍ମଶାନରେ ପ୍ରଣବ ଦା’ ପଞ୍ଚଭୂତରେ ଲୀନ ହୋଇଛନ୍ତି। ଏହା ପୂର୍ବରୁ ପାର୍ଥିବ ଶରୀରକୁ ଆମ୍ରି ହସ୍ପିଟାଲରୁ ୧୦ ରାଜାଜୀ ମାର୍ଗସ୍ଥିତ ତାଙ୍କ ସରକାରୀ ବାସଭବନରେ ରଖାଯାଇଥିଲା।…

ଭୁବନେଶ୍ୱରରୁ ଆଉ ୩୦୭ କରୋନା ପଜିଟିଭ, ୧୭୨ ଲୋକାଲ କେସ

ଭୁବନେଶ୍ୱର () ଭୁବନେଶ୍ୱରରୁ ଆଜି ଆଉ ୩୦୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭୩୨ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୩୫ ଜଣ ରହିଥିବା ବେଳେ ୧୭୨ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।…

ସୋଆ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର()  ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହ ସୋଆ ପରିବାର ପକ୍ଷରୁ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଛି । ଜାତୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ…

ଆଦିତ୍ୟ ଦାସଙ୍କ ମୃତ୍ୟୁ ପଛରେ ସାଇକୋ ଲେଡ଼ି

ଭୁବନେଶ୍ୱର()  ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତୁ୍ୟର ଖୋଳତାଡ଼ କରୁଛି କ୍ରାଇମବ୍ରାଂଚ  । ତେବେ ଏହି ମାମଲାର ମୋଡ଼ ବଦଳିବାକୁ ଯାଉଛି  । ଆଦିତ୍ୟ ଦାସଙ୍କ ମୃତୁ୍ୟ ପଛରେ ଜଣେ ସାଇକୋ ଲେଡ଼ିର ହାତ ରହିଛି ବୋଲି ଆଦିତ୍ୟଙ୍କ ବାପା ଅଭିଯୋଗ କରିଛନ୍ତି  । ଏନେଇ କ୍ରାଇମବ୍ରାଂଚ…

ଏଣିକି ୭ ଦିନ ଚାଲିବ ମୋ ବସ୍

ଭୁବନେଶ୍ୱର() ସପ୍ତାହକ ୭ଦିନ ମୋ ବସ୍ ଚଳାଚଳ କରିବ । ପ୍ରଥମ ପର୍ଯ୍ୟାୟରେ ଏହି ୮ଟି ରୁଟ ଦେଇ ପ୍ରତିଦିନ ମୋ ବସ ଚଳାଚଳ କରିବ । ୮ଟି ରୁଟ୍ ତଥା ୧୧, ୧୬,୧୮,୨୦,୨୩,୨୪,୨୫,୩୩ ନମ୍ବର ରୁଟ ଦେଇ ମୋ ବସ୍ ଚଳାଚଳ କରିବ । ଏନେଇ କ୍ରୁଟ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।…

୨୪ ଘଣ୍ଟା ପାଇଁ ୮ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ରାଜ୍ୟର ବହୁ ଅଞ୍ଚଳ ଏବେ ବି ପାଣି ଘେରରେ ରହିଥିବା ବେଳେ ପୁଣିଥରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଗାମୀ ୨୪ ଘଣ୍ଟା ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ୮ଟି ଜିଲ୍ଲା ମଧ୍ୟରେ ସାମିଲ ରହିଛି- ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର,…

୨୫୮୦ କୋଟିରେ ପିନାକା ରକେଟ୍ ଲଞ୍ଚର କିଣିବ ଭାରତ

ପ୍ରତିରକ୍ଷା ମନ୍ତ୍ରଣାଳୟ ଗତକାଲି ଦୁଇଟି ଅଗ୍ରଣୀ ଘରୋଇ ପ୍ରତିରକ୍ଷା କମ୍ପାନୀ ସହିତ ୨୫୮୦ କୋଟି ଟଙ୍କାରେ ଛଅଟି ସାମରିକ ରେଜିମେଣ୍ଟରେ ପିନାକା ରକେଟ୍ ଲଞ୍ଚର୍ କିଣିବା ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଅଧିକାରୀମାନଙ୍କ କହିବାନୁଯାୟୀ, ସାମରିକ ବାହିନୀର କାର୍ଯ୍ୟକ୍ଷମତା ବୃଦ୍ଧି…

କୁରକୁରେ, ଅଙ୍କଲ ଚିପ୍ସ ଓ ଲେଜ୍‌ କିଣିଲେ ମିଳିବ ୨ଜିବି ୪ଜି ଡାଟା

ସ୍ମାର୍ଟଫୋନ୍‌ରେ ଅଧିକ ନେଟ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଯଦି ଆପଣ ଅଧିକ ନେଟ୍‌ ବ୍ୟବହାର କରୁଛନ୍ତି ତେବେ ରିଚାର୍ଜ ନ କରି ମାର୍କେଟରୁ ଚିପ୍ସ କିଣନ୍ତୁ। କାରଣ ଚିପ୍ସ କମ୍ପାନୀ ଏବେ ମାଗଣାରେ ଦେଉଛି ଡାଟାପ୍ଲାନ୍‌। ଠିକ୍‌ ପଢ଼ିଲେ ଆପଣ। ଏୟାରଟେଲ ଏବେ ଗ୍ରାହକଙ୍କ ପାଇଁ…

ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଗିରଫ

କେନ୍ଦୁଝର: ହାତୀ ଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କରିଛି ଆନନ୍ଦପୁର ଅବକାରୀ ବିଭାଗ। ଏଥିସହ ୧୯ କେଜି ଓଜନର ୧୪ଟି ହାତୀଦାନ୍ତ ଓ ଗୋଟିଏ କାର ଜବତ ହୋଇଛି। ବିଶେଷ ସୁତ୍ରରୁ ଖବର ପାଇ ଆନନ୍ଦପୁର ଡିଏଫଓଙ୍କ ନିର୍ଦ୍ଦେଶରେ ଏକ ଟିମ ହାତୀ ଦାନ୍ତ କାରବାର କରୁଥିବା ବ୍ୟବସାୟୀ…

‘ଅନ୍ଧାଧୂନ’ ତେଲୁଗୁ ରିମେକରେ ନଜର ଆସିବେ ଶ୍ରିୟା ସରନ

୨୦୧୮ରେ ରିଲିଜ୍ ହୋଇଥିବା କ୍ରାଇମ୍ ଥ୍ରୀଲର ଫିଲ୍ମ ‘ଅନ୍ଧାଧୂନ୍’କୁ ଅନେକ ଦର୍ଶକୀୟ ପ୍ରଶଂସା ମିଳିଥିଲା। ଏହି ଫିଲ୍ମରେ ଅଭିନେତ୍ରୀ ତବୁଙ୍କ ନେଗେଟିଭ୍ ଚରିତ୍ରକୁ ସିନେ ସମୀକ୍ଷକଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ଖୁବ୍ ପସନ୍ଦ କରିଥିଲେ । ‘ଅନ୍ଧାଧୂନ୍’ର ତେଲୁଗୁ ରିମେକ୍ ହେବାକୁ…